Door43-Catalog_or_tn/LUK/08/26.md

1.1 KiB

ଗରାଶୀୟମାନଙ୍କ ଅଞ୍ଚଳ

ଗରାଶୀୟମାନେ ଗରାଶୀ ନଗରର ଲୋକ ଥିଲେ।.

ଗାଲିଲୀର ସମ୍ମୁଖବର୍ତ୍ତୀ

“ଗାଲିଲୀ ହ୍ରଦର ଅନ୍ୟ ପାର୍ଶ୍ୱରେ”

ସେହି ନଗରର ଜଣେ

“ଗରାଶୀ ନଗରର ଜଣେ ମନୁଷ୍ୟ”

ଭୁତଗ୍ରସ୍ତ ଥିଲା

“ସେ ଭୁତମାନଙ୍କ ଦ୍ୱାରା ନିୟନ୍ତ୍ରିତ ହେଉଥିଲା

ସେ ଲୁଗା ପିନ୍ଧି ନ ଥିଲା

“ସେ କୌଣସି ଲୁଗା ପିନ୍ଧି ନ ଥିଲା”

ସମାଧି ସ୍ଥାନରେ

ଯେଉଁ ଜାଗାମାନଙ୍କରେ ଲୋକେ ମୃତ ଶରୀରକୁ ରଖନ୍ତି, ସମ୍ଭବତଃ ଗୁମ୍ଫା। ସତ୍ୟ ହେଲା ଯେ ଏହି ଲୋକ ସେଠାରେ ବାସ କରୁଥିଲା ଏହା ଇଙ୍ଗିତ ଯେ ଏଗୁଡ଼ିକ ଭୂମିରେ ତଳକୁ ଖୋଳା ଯାଇଥିବା ଛିଦ୍ର ନୁହେଁ।