Door43-Catalog_or_tn/LUK/08/24.md

2.3 KiB

ହେ ଗୁରୁ

ଗ୍ରୀକ୍ ଶବ୍ଦ ଯାହା ଏଠାରେ ଅନୁବାଦ ହୋଇଛି “ହେ ଗୁରୁ” ଏକ ସାଧାରଣ ଶବ୍ଦ “ହେ ଗୁରୁ” ନିମନ୍ତେ ନୁହେଁ। ଯାହା ନିକଟରେ ଅଧିକାର ଅଛି ସେହି ଜଣଙ୍କ ନିମନ୍ତେ ଦର୍ଶାଏ, କିନ୍ତୁ ତାହା ନିମନ୍ତେ ନୁହେଁ ଯିଏ ଅନ୍ୟ ଜଣକ ଉପରେ ଅଧିକାର କରେ। ଏହା ତୁମ୍ଭେ ଏହିପରି ଅନୁବାଦ କରିପାର “ମାଲିକ” କିମ୍ବା “ଶ୍ରମନାୟକ” କିମ୍ବା ଏକ ଶବ୍ଦ ସହିତ ଯାହା ସାଧାରଣତଃ ଏକ ଅଧିକାରପ୍ରାପ୍ତ ବ୍ୟକ୍ତିକୁ ସମ୍ବୋଧନ କରିବା ନିମନ୍ତେ ବ୍ୟବହାର କରାଯାଏ, ଯେପରି “ଆଜ୍ଞା”।

ଧମକ ଦେଲେ

“କଠୋର ଭାବରେ ଆଜ୍ଞା ଦେଲେ”

ସେହିସବୁ ନିବୃତ୍ତ ହେଲା

“ପବନ ଓ ତରଙ୍ଗ ବନ୍ଦ ହେଲା”

ତୁମ୍ଭମାନଙ୍କର ବିଶ୍ୱାସ କାହିଁ?

ଏହା ଏକ ପ୍ରଭାବିତ ପ୍ରଶ୍ନ ଅଟେ। ଯୀଶୁ ଧିର ଭାବରେ ସେମାନଙ୍କୁ ଅନୁଯୋଗ କଲେ କାରଣ ସେମାନଙ୍କ ଯତ୍ନ ନେବା ନିମନ୍ତେ ସେମାନେ ତାହାଙ୍କ ଠାରେ ବିଶ୍ୱାସ କଲେ ନାହିଁ। ଏହା ଏହିପରି ଅନୁବାଦ କରାଯାଇପାରେ “ତୁମ୍ଭମାନଙ୍କର ବିଶ୍ୱାସ ଥିବା ଉଚିତ୍ ଥିଲା” କିମ୍ବା “ତୁମ୍ଭମାନଙ୍କର ମୋ' ଠାରେ ଭରସା ରଖିବା ଉଚିତ୍ ଥିଲା”

ଏ ତେବେ କିଏ

ଏହା ଏହିପରି ଅନୁବାଦ କରାଯାଇପାରେ “ଏ କି ପ୍ରକାର ମନୁଷ୍ୟ ଅଟେ।”

ଯାହା ସେ ଆଜ୍ଞା କରନ୍ତି

ଏହା ଏକ ନୂତନ ବାକ୍ୟର ଆରମ୍ଭ ହୋଇପାରେ: “ସେ ଆଜ୍ଞା କରନ୍ତି।”