Door43-Catalog_or_tn/LUK/08/22.md

915 B

ସେହି ସମୟରେ

ଏହି ବାକ୍ୟାଂଶ କାହାଣୀର ନୂତନ ଅଂଶ ଆରମ୍ଭ କରିବାର ଚିହ୍ନ ନିମନ୍ତେ ଏଠାରେ ବ୍ୟବହାର କଲେ। ଯଦି ଆପଣଙ୍କ ଭାଷାରେ ଏହିପରି କରିବା ନିମନ୍ତେ କିଛି ଶୈଳୀ ଥାଏ, ଆପଣମାନେ ଏଠାରେ ବ୍ୟବହାର କରିବା ନିମନ୍ତେ ଚିନ୍ତା କରିପାରନ୍ତି।

ସେମାନେ ନୌକା ବାହି ଯାଉଥିବା ସମୟରେ

“ଯେତେବେଳେ ସେମାନେ ଗଲେ”

ଶୋଇପଡ଼ିଲେ

“ଶୋଇଗଲେ”

ଏକ ପ୍ରବଳ ପବନର ତୋଫାନ ଆସିଲା

“ଏକ ପ୍ରବଳ ପବନ ହଠାତ୍ ବହିବାକୁ ଆରମ୍ଭ ହେଲା”