Door43-Catalog_or_tn/LUK/08/19.md

1.6 KiB

ଭାଇମାନେ

ଏମାନେ ଯୀଶୁଙ୍କ ସାନ ଭାଇ ଥିଲେ।

ଏହି ସମ୍ବାଦ ଦିଆଗଲା

“ଲୋକମାନେ ତାହାଙ୍କୁ ସମ୍ବାଦ ଦେଲେ” କିମ୍ବା “କେହିଜଣେ ତାହାଙ୍କୁ ସମ୍ବାଦ ଦେଲେ”

ଆପଣଙ୍କ ସହିତ ଦେଖା କରିବାକୁ ଇଚ୍ଛା କରନ୍ତି

“ଆପଣଙ୍କ ସହିତ ଦେଖା କରିବାକୁ ଅପେକ୍ଷା କରନ୍ତି” କିମ୍ବା “ଆଉ ସେମାନେ ଆପଣଙ୍କ ସହିତ ଦେଖା କରିବାକୁ ଇଚ୍ଛା କରନ୍ତି”

ଯେଉଁମାନେ ଈଶ୍ୱରଙ୍କ ବାକ୍ୟ ଶୁଣନ୍ତି ଓ ପାଳନ କରନ୍ତି, ସେମାନେ ମୋହର ମା ଓ ଭାଇମାନେ।

ଏହି ଉଦାହରଣ ଏକ ଉପମା ରୂପେ ଅନୁବାଦ କରାଯାଇପାରେ: “ଯେଉଁମାନେ ଈଶ୍ୱରଙ୍କ ବାକ୍ୟ ଶୁଣନ୍ତି ଓ ପାଳନ କରନ୍ତି, ସେମାନେ ମୋ' ନିମନ୍ତେ ମା ଓ ଭାଇମାନଙ୍କ ସଦୃଶ୍ୟ ଅଟନ୍ତି ” କିମ୍ବା “ଯେଉଁମାନେ ଈଶ୍ୱରଙ୍କ ବାକ୍ୟ ଶୁଣନ୍ତି ଓ ପାଳନ କରନ୍ତି, ସେମାନେ ମୋ' ନିମନ୍ତେ ସେତିକି ବିଶେଷ ଅଟନ୍ତି ଯେତିକି ମୋହର ମା ଓ ଭାଇମାନେ ଅଟନ୍ତି।” (ଦେଖନ୍ତୁ: ଉଦାହରଣ)