Door43-Catalog_or_tn/LUK/08/11.md

2.5 KiB

(ଯୀଶୁ ଆପଣା ଶିଷ୍ୟମାନଙ୍କୁ କହି ଆସୁଅଛନ୍ତି। ସେ ଦୃଷ୍ଟାନ୍ତର ଅର୍ଥ ବର୍ଣ୍ଣନା କରନ୍ତି।)

ଶୟତାନ ଆସି, ସେମାନଙ୍କ ହୃଦୟରୁ ବାକ୍ୟ ହରଣ କରିନିଏ

ଏହାର ଅର୍ଥ ଯେ, ସେମାନେ ଈଶ୍ୱରଙ୍କ ବାକ୍ୟ ଯାହା ସେମାନେ ଶୁଣିଥିଲେ ତାହା ଭୁଲିଯିବାର କାରଣ ସେ ହୁଏ।

ହରଣ କରି ନିଏ

ଏହି ଦୃଷ୍ଟାନ୍ତ ଏକ ଚଢ଼େଇ ବୀଜଗୁଡିକୁ ଚୋରୀ କରି ନେଇଯିବାର ଏକ ଉଦାହରଣ ଅଟେ। ସେହି ପ୍ରତିରୂପକୁ ବଜାଇ ରଖିବାକୁ ଆପଣଙ୍କ ଭାଷାରେ ଶବ୍ଦଗୁଡ଼ିକ ବ୍ୟବହାର କରିବା ନିମନ୍ତେ ଚେଷ୍ଟା କରନ୍ତୁ। (ଦେଖନ୍ତୁ: ଉଦାହରଣ)

ଯେପରି ସେମାନେ ବିଶ୍ୱାସ କରି ପରିତ୍ରାଣ ନ ପାଆନ୍ତି

ଏହା ଏହିପରି ପ୍ରତ୍ୟକ୍ଷ କ୍ରିୟାରେ ଅନୁବାଦ କରାଯାଇପାରେ: “ଈଶ୍ୱର ସେମାନଙ୍କୁ ପରିତ୍ରାଣ ଦିଅନ୍ତି ଏହି ପରିଣାମକୁ ଯେପରି ସେମାନେ ବିଶ୍ୱାସ ନ କରନ୍ତି। ” (ଦେଖନ୍ତୁ: ପ୍ରତ୍ୟକ୍ଷ ବା ପରୋକ୍ଷ) ଯେହେତୁ ଏହା ଶୟତାନର ଉଦ୍ଦେଶ୍ୟ ଅଟେ, ଏହା ଏହିପରି ଅନୁବାଦ କରାଯାଇପାରେ “କାରଣ ଶୟତାନ ଚିନ୍ତା କରେ ଯେ, ‘ସେମାନେ ବିଶ୍ୱାସ ନ କରନ୍ତୁ,ସେମାନେ ପରିତ୍ରାଣ ନ ପାଆନ୍ତୁ।’ ”

ପରୀକ୍ଷା ସମୟରେ ଧର୍ମତ୍ୟାଗୀ ହୁଅନ୍ତି

“ଯେତେବେଳେ ସେମାନେ ଦୁଃଖକଷ୍ଟ ଅନୁଭବ କରନ୍ତି ସେମାନେ ବିଶ୍ୱାସରୁ ପତିତ ହୁଅନ୍ତି।” କିମ୍ବା “ଯେତେବେଳେ ସେମାନେ ଦୁଃଖକଷ୍ଟ ଅନୁଭବ କରନ୍ତି ସେମାନେ ବିଶ୍ୱାସ କରିବା ବନ୍ଦ କରି ଦିଅନ୍ତି”