Door43-Catalog_or_tn/LUK/08/07.md

1.4 KiB

(ଯୀଶୁ ଆପଣା ଦୃଷ୍ଟାନ୍ତ ଦେଇ ଆସୁଅଛନ୍ତି।)

ସେଗୁଡିକୁ ଚାପିପକାଇଲା

କଣ୍ଟାଗଛଗୁଡାକ ସମସ୍ତ ପୁଷ୍ଟିକର ଦ୍ରବ୍ୟ, ପାଣି, ଆଉ ସୂର୍ଯ୍ୟ କିରଣ ନେଇଗଲା, ତେଣୁ ଚାଷୀର ଛୋଟ ଗଛ ଭଲଭାବରେ ବଢ଼ି ପାରିଲା ନାହିଁ।

ଫଳ ଫଳିଲା

“ଫସଲ ଉତ୍ପାଦନ କଲା” କିମ୍ବା “ଅଧିକ ଶସ୍ୟ ଉତ୍ପାଦନ କଲା”

ଯାହାର ଶୁଣିବାକୁ କାନ ଅଛି, ସେ ଶୁଣୁ

ଏହା କେତେକ ଭାଷାରେ ଅଧିକ ପ୍ରାକୃତିକ ହୋଇପାରେ ଦ୍ୱିତୀୟ ପୁରୁଷ ବ୍ୟବହାର କରିବାକୁ : “ଯେଉଁମାନଙ୍କର ଶୁଣିବାକୁ କାନ ଅଛି, ଶୁଣ।” (ଦେଖନ୍ତୁ: ପ୍ରଥମ, ଦ୍ୱିତୀୟ କିମ୍ବା ତୃତୀୟ ପୁରୁଷ)

ଯାହାର ଶୁଣିବାକୁ କାନ ଅଛି

“ଯେ କେହି ଶୁଣିପାରେ” କିମ୍ବା “ଯେ କେହି ମୋତେ ଶୁଣେ”

ସେ ଶୁଣୁ

“ସେ ଭଲ ଭାବରେ ଶୁଣୁ” କିମ୍ବା “ଯାହା ମୁଁ କହିଲି ତାହା ଧ୍ୟାନ କରୁ”