Door43-Catalog_or_tn/LUK/07/48.md

1.5 KiB

ତୋହର ପାପସବୁ କ୍ଷମା ହୋଇଅଛି

“ତୁମ୍ଭେ କ୍ଷମାପ୍ରାପ୍ତ ହୋଇଅଛ।” ଏହା ଏହିପରି ପ୍ରତ୍ୟକ୍ଷ କ୍ରିୟାରେ ବ୍ୟକ୍ତ କରାଯାଇପାରେ: “ମୁଁ ତୁମ୍ଭର ପାପସବୁ କ୍ଷମା କରିଅଛି।” (ଦେଖନ୍ତୁ: ପ୍ରତ୍ୟକ୍ଷ ବା ପରୋକ୍ଷ)

ତୋହର ବିଶ୍ୱାସ ତୋତେ ରକ୍ଷା କରିଅଛି

“ତୁମ୍ଭର ବିଶ୍ୱାସ କାରଣରୁ, ତୁମ୍ଭେ ରକ୍ଷା ପାଇଅଛ।” ଏହି “ବିଶ୍ୱାସ” ର କଳ୍ପନା କ୍ରିୟାରେ ଅନୁବାଦ କରାଯାଇପାରେ: “ତୁମ୍ଭେ ବିଶ୍ୱାସ କରିବା କାରଣରୁ, ତୁମ୍ଭେ ରକ୍ଷା ପାଇଅଛ।”

ଶାନ୍ତିରେ ଚାଲିଯା

ଏହା ଏକପ୍ରକାର କହିବା “ବିଦାୟ” ଆଉ ସେହି ସମୟରେ ଆଶୀର୍ବାଦ ଦେବା। ଏହା ଏହିପରି ଅନୁବାଦ କରାଯାଇପାରେ “ଯେବେ ତୁମ୍ଭେ ଯାଅ, କୌଣସି ବିଷୟରେ ବ୍ୟତିବ୍ୟସ୍ତ ହୁଅ ନାହିଁ” କିମ୍ବା “ଯେବେ ତୁମ୍ଭେ ଯାଅ ଈଶ୍ୱର ତୁମ୍ଭକୁ ଶାନ୍ତି ଦିଅନ୍ତୁ” (ୟୁଡିବୀ)।