Door43-Catalog_or_tn/LUK/07/46.md

2.4 KiB

(ଯୀଶୁ ଶିମୋନଙ୍କ ସହିତ କଥା ହୋଇଆସୁଅଛନ୍ତି।)

ମୋହର ମସ୍ତକରେ ତୈଳ ଲଗାଇଲ

“ମୋହର ମସ୍ତକ ଉପରେ ତୈଳ ଲଗାଇଲ।” ଏହା ଏକ ଅତିଥିଙ୍କୁ ସ୍ୱାଗତ କରିବାର ଓ ସମ୍ମାନ ଦେବାର ଶୈଳୀ ଥିଲା। ଏହା ଏହିପରି ଅନୁବାଦ କରାଯାଇପାରେ “ତୈଳରେ ମୋହର ମସ୍ତକ ଅଭିଷେକ କରିବା ଦ୍ୱାରା ମୋହର ସ୍ୱାଗତ କଲ।”

ମୋହର ପାଦ ଶିକ୍ତ କଲା

ଏହା ହୁଏତ ଏକ ସାଧାରଣ ଅଭ୍ୟାସ ନୁହେଁ ତଥାପି ଏହି ସ୍ତ୍ରୀ ଏପରି କରିବା ଦ୍ୱାରା ଯୀଶୁଙ୍କୁ ଅଧିକ ସମ୍ମାନ ଦେଲା।

ଅନେକ ପାପ କ୍ଷମା ହୋଇଅଛି

ଏହା ଏହିପରି ମଧ୍ୟ ପ୍ରତ୍ୟକ୍ଷ ବାଚ୍ୟରେ ଅନୁବାଦ କାରାଯାଇପାରେ “ଯିଏ ଅଧିକ କ୍ଷମା ପ୍ରାପ୍ତ ହୋଇଅଛି” କିମ୍ବା “ଯାହାକୁ ଈଶ୍ୱର ଅଧିକ କ୍ଷମା ଦେଇଅଛନ୍ତି।”

ବହୁତ ପ୍ରେମ କରିଅଛି

“ସେହିଜଣଙ୍କୁ ଅଧିକ ପ୍ରେମ କରିଅଛି ଯିଏ ତାହାକୁ କ୍ଷମା ଦେଇଅଛନ୍ତି” କିମ୍ବା “ଈଶ୍ୱରଙ୍କୁ ଅଧିକ ପ୍ରେମ କରିଅଛି।” କେତେକ ଭାଷାରେ ଏହି “ପ୍ରେମ”ର ବିଷୟବସ୍ତୁ ବ୍ୟକ୍ତ ହେବା ଆବଶ୍ୟକ ହୁଏ।

କିନ୍ତୁ ଯାହାକୁ ଅଳ୍ପ କ୍ଷମା ଦିଆଯାଏ

“ଯିଏ ଅଳ୍ପ କ୍ଷମା ପାଇଅଛି” କିମ୍ବା “ଯେକେହି ଅଳ୍ପ କ୍ଷମା ପାଇଅଛି।” ଏହି ବାକ୍ୟରେ ଯୀଶୁ ଏକ ସାଧାରଣ ନିୟମକୁ ବ୍ୟକ୍ତ କରନ୍ତି। ଯେମିତିହେଉ, ଶିମୋନ ବୁଝିବେ ବୋଲି ଆଶା କରାଯାଉଥିଲା ଯାହା ଯୀଶୁ କହୁଛନ୍ତି ଯେ ଶିମୋନ ଅଳ୍ପ ପ୍ରେମ କଲା।