Door43-Catalog_or_tn/LUK/07/44.md

1.2 KiB

ଆଉ ସେ ସେହି ସ୍ତ୍ରୀ ପ୍ରତି ମୁଖ ଫେରାଇ

“ସ୍ତ୍ରୀ ଆଡ଼କୁ ମୁଖ କରି।” ଯୀଶୁ ତାହା ପ୍ରତି ମୁଖ ଫେରାଇବା ଦ୍ୱାରା ସେହି ସ୍ତ୍ରୀ ପ୍ରତି ଶିମୋନଙ୍କ ଧ୍ୟାନ ଆକର୍ଷଣ କଲେ।

ମୋ' ପାଦ ପାଇଁ ପାଣି … ଚୁମ୍ବନ

ଏଗୁଡିକ ଏକ ଆମନ୍ତ୍ରିତ ଅତିଥିଙ୍କୁ ମୌଳିକ ଭଦ୍ର ଆଚରଣ ପ୍ରକାଶ କରିବାର ଶୈଳୀ ଅଟେ। ଯୀଶୁ ପ୍ରଭେଦ କରୁଛନ୍ତି ଶିମୋନଙ୍କ ଭଦ୍ର ଆଚରଣର ଅଭାବ ସହିତ ସେହି ସ୍ତ୍ରୀର କୃତଜ୍ଞତାର ଚୁଡ଼ାନ୍ତ କାର୍ଯ୍ୟକୁ।

ମୋହର ପାଦ ଚୁମ୍ବନ କରିବାରୁ କ୍ଷାନ୍ତ ହୋଇ ନାହିଁ

ଏହା ସକାରାତ୍ମକ ଭାବରେ ବ୍ୟକ୍ତ କରାଯାଇପାରେ “ମୋହର ପାଦ ଅବିରତ ଚୁମ୍ବନ କରୁଛି।”