Door43-Catalog_or_tn/LUK/07/41.md

1.5 KiB

(ଯୀଶୁ, ଯେଉଁ ଲୋକମାନେ କ୍ଷମାପ୍ରାପ୍ତ ସେମାନଙ୍କ ବିଷୟରେ ଶିମୋନଙ୍କୁ ଏକ କାହାଣୀ କହିଲେ।)

ଜଣେ ମହାଜନଙ୍କର ଦୁଇ ଜଣ ଋଣୀ ଥିଲେ

“ଏକ ମହାଜନଙ୍କର ଦୁଇ ଜଣ ଋଣୀ ଥିଲେ”

ପାଞ୍ଚଶ ଦିନାରୀ

“ପାଞ୍ଚଶ ଦିନର ମଜୁରୀ।” “ଦିନାରୀ” ହେଉଛି “ଦିନାରିଉସ୍” ର ବହୁବଚନ। (ଦେଖନ୍ତୁ: ବାଇବଲ ସମ୍ବନ୍ଧୀୟ ଧନ)

ପଚାଶ ଦିନାରୀ

“ପଚାଶ ଦିନର ମଜୁରୀ”

ପରିଶୋଧ କରିବାକୁ ସେମାନଙ୍କର କିଛି ନ ଥିବାରୁ

“ପରିଶୋଧ କରିବାକୁ ଯେତେବେଳେ ସେମାନଙ୍କ ପାଖରେ କିଛି ନ ଥିଲା”

ସେ ଉଭୟଙ୍କର ଋଣ ଛାଡ଼ିଦେଲେ

“ସେ ସେମାନଙ୍କର ଋଣ ଛାଡ଼ିଦେଲେ” କିମ୍ବା “ସେ ସେମାନଙ୍କର ଋଣ ରଦ୍ଦ କଲେ”

ମୋର ବୋଧ ହୁଏ

ଶିମୋନ ଆପଣା ଉତ୍ତର ବିଷୟରେ ସାବଧାନ ଥିଲେ। ଏହା ଏହିପରି ଅନୁବାଦ କରାଯାଇପାରେ “ସମ୍ଭବତଃ”

ତୁମ୍ଭେ ଯଥାର୍ଥ ବିଚାର କଲ

“ତୁମ୍ଭେ ଯଥାର୍ଥ ଅଟ”