Door43-Catalog_or_tn/LUK/07/29.md

3.1 KiB

(ଲୁକ, ଏହି ପୁସ୍ତକର ଲେଖକ, କିପରି ଲୋକେ ଯୋହନ ଓ ଯୀଶୁଙ୍କୁ ଉତ୍ତର ଦେଲେ ସେହି ବିଷୟରେ ମନ୍ତବ୍ୟ ଦିଅନ୍ତି।)

ଈଶ୍ୱରଙ୍କୁ ଯଥାର୍ଥ ବୋଲି ସ୍ୱୀକାର କଲେ

“ସେମାନେ କହିଲେ ଯେ ଈଶ୍ୱର ଆପଣାକୁ ଧାର୍ମିକ ବୋଲି ପ୍ରକାଶ କଲେ” କିମ୍ବା “ସେମାନେ ଘୋଷଣା କଲେ ଯେ ଈଶ୍ୱର ଧାର୍ମିକତାରେ ବ୍ୟବହାର କଲେ”

ଯେଉଁମାନେ ଯୋହନଙ୍କ ବାପ୍ତିସ୍ମରେ ବାପ୍ତିଜିତ ହୋଇଥିଲେ

“ଯେଉଁମାନେ ଯୋହନଙ୍କ ଦ୍ୱାରା ବାପ୍ତିଜିତ ହୋଇଥିଲେ” କିମ୍ବା “ଯାହାଙ୍କୁ ଯୋହନ ବାପ୍ତିସ୍ମ ଦେଇଥିଲେ”

ଯେଉଁମାନେ ତାହାଙ୍କ ଦ୍ୱାରା ବାପ୍ତିଜିତ ହେଲେ ନାହିଁ

“ଯାହାଙ୍କୁ ଯୋହନ ବାପ୍ତିସ୍ମ ଦେଲେ ନାହିଁ” କିମ୍ବା “ଯେଉଁମାନେ ଯୋହନଙ୍କ ଦ୍ୱାରା ବାପ୍ତିଜିତ ହେବା ନିମନ୍ତେ ଅଗ୍ରାହ୍ୟ କଲେ” କିମ୍ବା “ଯେଉଁମାନେ ଯୋହନଙ୍କ ବାପ୍ତିସ୍ମ ଅଗ୍ରାହ୍ୟ କଲେ”

ସେମାନଙ୍କ ନିମନ୍ତେ ଈଶ୍ୱରଙ୍କ ସଙ୍କଳ୍ପ

“ସେମାନଙ୍କ ନିମନ୍ତେ ଈଶ୍ୱରଙ୍କ ଉଦ୍ଦେଶ୍ୟ” କିମ୍ବା “ସେମାନଙ୍କ ନିମନ୍ତେ ଈଶ୍ୱରଙ୍କ ଯୋଜନା” କିମ୍ବା “ସେମାନେ ଯାହା କରନ୍ତୁ ବୋଲି ଈଶ୍ୱର ଇଚ୍ଛା କରନ୍ତି”

ଆପଣା ଆପଣା ନିମନ୍ତେ ଈଶ୍ୱରଙ୍କ ସଙ୍କଳ୍ପ ଅଗ୍ରାହ୍ୟ କଲେ

“ଈଶ୍ୱର ସେମାନଙ୍କୁ ଯାହା କହିଲେ ତାହା ଅବଜ୍ଞା କରିବାକୁ ମନୋନୀତ କଲେ” କିମ୍ବା “ଈଶ୍ୱରଙ୍କ ସଙ୍କଳ୍ପକୁ ବିଶ୍ୱାସ ନ କରିବାକୁ ମନୋନୀତ କଲେ”

ଯେଉଁମାନେ ତାହାଙ୍କ ଦ୍ୱାରା ବାପ୍ତିଜିତ ହେଲେ ନାହିଁ, ଆପଣା ଆପଣା ନିମନ୍ତେ ଈଶ୍ୱରଙ୍କ ସଙ୍କଳ୍ପ ଅଗ୍ରାହ୍ୟ କଲେ

ଏହା ପ୍ରତୀୟମାନ ହୁଏ ସୂଚିତ କରିବାକୁ ଯେ, ସେମାନେ ଯୋହନଙ୍କ ବାପ୍ତିସ୍ମକୁ ଅଗ୍ରାହ୍ୟ କରିବା ହେତୁ, ସେମାନଙ୍କ ନିମନ୍ତେ ଈଶ୍ୱରଙ୍କ ସଙ୍କଳ୍ପକୁ ଗ୍ରହଣ କରିବାକୁ ଆତ୍ମିକଭାବରେ ପ୍ରସ୍ତୁତ ନ ଥିଲେ।