Door43-Catalog_or_tn/LUK/07/21.md

1.4 KiB

ଓ ଦୁଷ୍ଟ ଆତ୍ମାମାନଙ୍କ ଠାରୁ

ଏହା ଏହିପରି ଅନୁବାଦ କରାଯାଇପାରେ “ଓ ସେ ଦୁଷ୍ଟ ଆତ୍ମାମାନଙ୍କ ଠାରୁ ଲୋକମାନଙ୍କୁ ମୁକ୍ତ କଲେ।”

ପ୍ରଦାନ କଲେ

“ଦେଲେ”

ଅଭାବଗ୍ରସ୍ତ ଲୋକମାନଙ୍କ

“ଦରିଦ୍ର ଲୋକମାନଙ୍କ”

ଯୋହନଙ୍କୁ ଜଣାଅ

“ଯୋହନଙ୍କୁ କୁହ”

ଯେକେହି ମୋହର କାର୍ଯ୍ୟ ହେତୁ ମୋ' ଠାରେ ବିଶ୍ୱାସ କରିବା ବନ୍ଦ କରେ ନାହିଁ ସେ ଧନ୍ୟ

ଏହା ଏହିପରି ଅନୁବାଦ କରାଯାଇପାରେ “ଏହା କିପରି ଉତ୍ତମ ଅଟେ ଏକ ବ୍ୟକ୍ତି ନିମନ୍ତେ ଯିଏ ମୋହର କାର୍ଯ୍ୟ ହେତୁ ମୋ' ଠାରେ ବିଶ୍ୱାସ କରିବା ବନ୍ଦ କରେ ନାହିଁ।”

ଯେକେହି

ଯେହେତୁ ଏହା ଏକ ନିର୍ଦ୍ଧିଷ୍ଟ ବ୍ୟକ୍ତି ନୁହନ୍ତି, ଏହା ଏହିପରି ଅନୁବାଦ କରାଯାଇପାରେ “ଲୋକମାନେ” କିମ୍ବା “କେହି ଜଣେ” କିମ୍ବା “ଯେକେହି”।