Door43-Catalog_or_tn/LUK/07/18.md

1.7 KiB

ତାଙ୍କୁ ଜଣାଇଲେ

“ଯୋହନଙ୍କୁ ଜଣାଇଲେ”

ଏହିସମସ୍ତ ବିଷୟ

“ଯୀଶୁ ଯାହା କରୁଥିଲେ ସେହିସମସ୍ତ ବିଷୟ”

ପ୍ରଭୁଙ୍କ ନିକଟକୁ ପଠାଇଲେ, ଏହା କହି

“(ଯୋହନ) ସେମାନଙ୍କୁ ପ୍ରଭୁଙ୍କ ନିକଟକୁ ପଠାଇଲେ, ପଚାରିବା (ଯୀଶୁଙ୍କୁ) ନିମନ୍ତେ ସେମାନଙ୍କୁ ଏହା କହି ”

ଆମ୍ଭମାନଙ୍କୁ ଆପଣଙ୍କ ନିକଟକୁ ଏହା କହି ପଠାଇଅଛନ୍ତି, ’ଯାହାଙ୍କ ଆଗମନ ହେବ ସେହି ବ୍ୟକ୍ତି କି ଆପଣ

“(ଯୋହନ) ଆମ୍ଭମାନଙ୍କୁ ଆପଣଙ୍କ ନିକଟକୁ ପଠାଇଅଛନ୍ତି। ସେ ପଚାରୁଅଛନ୍ତି ‘ଯାହାଙ୍କ ଆଗମନ ହେବ ସେହି ବ୍ୟକ୍ତି କି ଆପଣ’ ” କିମ୍ବା “(ଯୋହନ) ଆପଣଙ୍କୁ ପଚାରିବା ନିମନ୍ତେ ଆମ୍ଭମାନଙ୍କୁ ପଠାଇଅଛନ୍ତି, ‘ଯାହାଙ୍କ ଆଗମନ ହେବ ସେହି ବ୍ୟକ୍ତି କି ଆପଣ’ ” (ୟୁଡିବୀ)

ଆମ୍ଭେମାନେ ଅନ୍ୟ ଜଣଙ୍କର ଅପେକ୍ଷାରେ ରହିବୁ

“ଆମ୍ଭେମାନେ ଅନ୍ୟ ଜଣଙ୍କର ପ୍ରତିକ୍ଷା କରିବୁ” କିମ୍ବା “ଆମ୍ଭେମାନେ ଅନ୍ୟ ଜଣଙ୍କ ଆଗମନର ଆଶା କରିବୁ”