Door43-Catalog_or_tn/LUK/07/16.md

2.0 KiB

ଏଥିରେ ସମସ୍ତେ ଭୟଗ୍ରସ୍ତ ହେଲେ

ଏହା ଏହିପରି ଅନୁବାଦ କରାଯାଇପାରେ “ପ୍ରତ୍ୟେକ ଜଣ ଭୟଭୀତ ହେଲେ” କିମ୍ବା “ସେମାନେ ଭୟରେ ପୂର୍ଣ୍ଣ ହେଲେ।”

ଜଣେ ମହାନ୍ ଭାବବାଦୀ

ସେମାନେ ଯୀଶୁଙ୍କୁ ଦର୍ଶାଉଥିଲେ, କେହି ଅପରିଚିତ ଭାବବାଦୀଙ୍କୁ ନୁହେଁ। ଏହା ଏହିପରି ଅନୁବାଦ କରାଯାଇପାରେ “ଏହି ମହାନ୍ ଭାବବାଦୀ।”

ଆମ୍ଭମାନଙ୍କ ମଧ୍ୟରେ ଉତ୍‌ଥିତ ହୋଇଅଛନ୍ତି

“ଆମ୍ଭମାନଙ୍କ ସହିତ ରହିବା ନିମନ୍ତେ ଆସିଅଛନ୍ତି” କିମ୍ବା “ଆମ୍ଭମାନଙ୍କ ନିକଟରେ ପ୍ରକାଶିତ ହୋଇଅଛନ୍ତି” କିମ୍ବା “ଆମ୍ଭେମାନେ ଦେଖିଅଛୁ ”

ଦୃଷ୍ଟି କରି

“ଯତ୍ନବାନ ହୋଇ”

ଏହି ସମ୍ବାଦ

“ଏହି କଥା” କିମ୍ବା “ଏହି ବାର୍ତ୍ତା” କିମ୍ବା “ଏହି ସମାଚାର”

ବ୍ୟାପିଗଲା

“ବାହାରକୁ ଗଲା” କିମ୍ବା “ପ୍ରସାରିତ ହେଲା”

ତାହାଙ୍କ ବିଷୟରେ ଏହି କଥା ବ୍ୟାପିଗଲା

ଏହା ଏହିପରି ଅନୁବାଦ କରାଯାଇପାରେ “ଲୋକମାନେ ଯୀଶୁଙ୍କ ବିଷୟରେ ଏହି କଥା ପ୍ରସାରିତ କଲେ” କିମ୍ବା “ଲୋକମାନେ ଯୀଶୁଙ୍କ ବିଷୟରେ ଏହି କଥା ଅନ୍ୟମାନଙ୍କୁ କହିଲେ।” “ଏହି କଥା” ପଦ ୧୬ରେ ଲୋକମାନେ ଯେଉଁ ବିଷୟ କହୁଛନ୍ତି ତାହା ଦର୍ଶାଏ।