Door43-Catalog_or_tn/LUK/07/02.md

1.2 KiB

ଯିଏ ତାହାଙ୍କ ନିମନ୍ତେ ପ୍ରିୟପାତ୍ର ଥିଲା

“ଯାହାକୁ ଶତସେନାପତି ବହୁମୂଲ୍ୟ ଭାବୁଥିଲେ” କିମ୍ବା “ଯାହାକୁ ସେ ଆଦର ଦେଉଥିଲେ”

ଯୀଶୁଙ୍କ ବିଷୟରେ ସମ୍ବାଦ ପାଇ

“କାରଣ ସେ ଯୀଶୁଙ୍କ ବିଷୟରେ ସମ୍ବାଦ ପାଇ”

ତାଙ୍କ ଦାସର ପ୍ରାଣ ରକ୍ଷା କରନ୍ତି

“ତାଙ୍କ ଦାସକୁ ରକ୍ଷା କରନ୍ତି ଯେପରି ସେ ମୃତ୍ୟୁବରଣ କରିବ ନାହିଁ” କିମ୍ବା “ତାଙ୍କ ଦାସକୁ ମୃତ୍ୟୁରୁ ରକ୍ଷା କରନ୍ତି”

ସେ ସେଥିର ଯୋଗ୍ୟ ଅଟନ୍ତି

“ସେହି ଶତସେନାପତି ସେଥିର ଯୋଗ୍ୟ ଅଟନ୍ତି”

ଆମ୍ଭମାନଙ୍କ ଜାତିକି

“ଆମ୍ଭମାନଙ୍କ ଲୋକମାନଙ୍କୁ”। ଏହା ଯିହୁଦୀ ଲୋକମାନଙ୍କୁ ଦର୍ଶାଏ।