Door43-Catalog_or_tn/LUK/06/49.md

1.3 KiB

(ତାହାଙ୍କ ଆଜ୍ଞା ପାଳନ କରିବାର ଗୁରୁତ୍ୱ ବିଷୟରେ ଯୀଶୁ ଲୋକସମୂହକୁ ଶିକ୍ଷା ଦିଅନ୍ତି।)

ଘର ତୋଳିବା ଲୋକ…

*ଏହି ଉଦାହରଣ, ଯେଉଁ ଲୋକ ମୂଳଦୁଆ ନ ବସାଇ ଘର ତୋଳେ,ପୁଣି ଯେଉଁ ବ୍ୟକ୍ତି ଯୀଶୁଙ୍କ ଶିକ୍ଷାକୁ ପାଳନ କରେ ନାହିଁ ତାହା ସହିତ ତୁଳନା କରାଯାଏ। (ଦେଖନ୍ତୁ: ଉଦାହରଣ)

ମୂଳଦୁଆ

“ଆଧାର” କିମ୍ବା “ସହାୟକ”

ମୂଳଦୁଆ ନ ବସାଇ

ଏହା ଏହିପରି ଅନୁବାଦ କରାଯାଇପାରେ “କିନ୍ତୁ ସେ ଗଭୀର ଖୋଳିଲା ନାହିଁ ଓ ପ୍ରଥମେ ମୂଳଦୁଆ ବସାଇଲା।”

ପାଣିର ସୁଅ

“ଅତିଶୀଘ୍ର ଗତି କରୁଥିବା ଜଳ” କିମ୍ବା “ନଦୀ”

ବିରୁଦ୍ଧରେ ପ୍ରବାହିତ ହେଲା

“ଧକ୍କା ମାରିଲା”

ଭାଙ୍ଗିଗଲା

“ପଡ଼ିଗଲା” କିମ୍ବା “ଖଣ୍ଡ ଖଣ୍ଡ ହେଲା”