Door43-Catalog_or_tn/LUK/06/46.md

2.1 KiB

(ତାହାଙ୍କ ଆଜ୍ଞା ପାଳନ କରିବାର ଗୁରୁତ୍ୱ ବିଷୟରେ ଯୀଶୁ ଲୋକସମୂହକୁ ଶିକ୍ଷା ଦିଅନ୍ତି।)

ଘର ତୋଳିବା ଲୋକ…

*ଏହି ଉଦାହରଣ, ଯେଉଁ ଲୋକ ପଥର ଉପରେ ଘର ତୋଳେ,ପୁଣି ଯେଉଁ ବ୍ୟକ୍ତି ଆପଣା ଜୀବନ ଯୀଶୁଙ୍କ ଶିକ୍ଷା ଉପରେ ଆଧାରିତ ହୋଇ ଜୀବନଯାପନ କରେ ତାହା ସହିତ ତୁଳନା କରାଯାଏ। (ଦେଖନ୍ତୁ: ଉଦାହରଣ)

ମୂଳଦୁଆ

“ଆଧାର” କିମ୍ବା “ସହାୟକ”

ଶକ୍ତ ପଥର

ଏହା ଏକ ଏତି ବଡ଼, ଦୃଢ଼ ପଥର ଯାହା ମାଟି ତଳେ ଗଭୀରରେ ଥାଏ।

ଗହୀର ଖୋଳି ଘରର ମୂଳଦୁଆ ପଥର ଉପରେ ବସାଇଲେ

“ଘରର ମୂଳଦୁଆ ପହଞ୍ଚିବାକୁ ଯଥେଷ୍ଟ ଗଭୀର ଖୋଳିଲେ” କିମ୍ବା “ଶକ୍ତ ପଥର ଉପରେ ଘର ତୋଳିଲେ।” କେତେକ ସଂସ୍କୃତିରେ ମାଟି ତଳର ପଥର ସ୍ତର ଉପରେ ଘର ତୋଳିବା ବିଷୟରେ ସୁପରିଚିତ ହୋଇ ନ ପାରନ୍ତି। ଏହି ଘଟଣାରେ, ଏହା ଏକ ଅତି ସାଧାରଣ ଭାବରେ ଏଠାରେ ଅନୁବାଦ କରାଯାଇପାରେ “ଘରର ମୂଳଦୁଆ ଦୃଢ଼ ଭାବରେ ଶକ୍ତ ଭୂମିରେ ବସାଇଲେ।”

ପାଣିର ସୁଅ

“ଅତିଶୀଘ୍ର ଗତି କରୁଥିବା ଜଳ” କିମ୍ବା “ନଦୀ”

ବିରୁଦ୍ଧରେ ପ୍ରବାହିତ ହେଲା

“ଧକ୍କା ମାରିଲା”

କାରଣ ତାହା ଉତ୍ତମ ରୂପେ ତୋଳାଯାଇଥିଲା

“କାରଣ ସେହି ଲୋକ ଏହା ଉତ୍ତମ ରୂପେ ତୋଳିଥିଲା”