Door43-Catalog_or_tn/LUK/06/43.md

2.4 KiB

(ଲୋକମାନଙ୍କର ବିଚାର ନ କରିବା ନିମନ୍ତେ ଯୀଶୁ ଲୋକସମୂହକୁ ଶିକ୍ଷା ଦେଇ ଆସୁଅଛନ୍ତିନ୍ତି।)

ଯେହେତୁ

“କାରଣ” ଏହା ଏହି ସତ୍ୟକୁ ସଂଯୁକ୍ତ କରେ ଯାହା କାହିଁକି ଆମ୍ଭେମାନେ ଆମ୍ଭମାନଙ୍କ ଭାଇକୁ ବିଚାର କରିବା ଉଚିତ୍ ନୁହେଁ, ଏହି କାରଣରୁ ଆମ୍ଭମାନଙ୍କ ଚରିତ୍ର ପ୍ରକାଶ ହୁଏ।

ଭଲ ଗଛ

“ସୁସ୍ଥ ଗଛ”

ମନ୍ଦ ପଦାର୍ଥ

“ପଚା ସଢ଼ା” ଏହା ଏହିପରି ଅନୁବାଦ କରାଯାଇପାରେ “ମନ୍ଦ”।

ପ୍ରତ୍ୟେକ ଗଛ ଚିହ୍ନାଯାଏ

“ପରିଚିତ ହୁଏ”। ଏହା ଏହିପରି ପ୍ରତ୍ୟକ୍ଷ କ୍ରିୟାରେ ଅନୁବାଦ କରାଯାଇପାରେ, ଯେପରିas in “ଏକ ଗଛକୁ ଲୋକେ ଜାଣିବେ” କିମ୍ବା “ଏକ ଗଛକୁ ଲୋକେ ଚିହ୍ନିବେ”

ଡିମ୍ବିରି

ଡିମ୍ବିରି ଗଛର ଏକ ମିଠା ସ୍ୱାଦିଷ୍ଟ ଫଳ। ଡିମ୍ବିରି ଗଛରେ କଣ୍ଟା ନ ଥାଏ।

କଣ୍ଟାଗଛ

ଏକ ଉଦ୍ଭିଦ ବା ବୁଦା ଯାହାର କଣ୍ଟା ଥାଏ

ଦ୍ରାକ୍ଷାଫଳ

ଦ୍ରାକ୍ଷାଲତାର ଏକ ମିଠା ସ୍ୱାଦିଷ୍ଟ ଫଳ। ଦ୍ରାକ୍ଷାଲତାରେ କଣ୍ଟା ନ ଥାଏ।

କଣ୍ଟାବୁଦା

ଏକ ଲତା ବା ବୁଦା ଯାହାର କଣ୍ଟା ଥାଏ

ଏହି ପଦଗୁଡିକ କିପରି ଲୋକମାନଙ୍କ ଆଚରଣ ଦ୍ଵାରା ଯାହା ସେମାନେ ପ୍ରକୃତରେ ଅଟନ୍ତି ତାହା ପ୍ରକାଶ କରେ, ସେହି ବିଷୟର ଉଦାହରଣ ଅଟେ।

ଯଦି ଆବଶ୍ୟକ ହୁଏ, ଏହା ଏହିପରି ଅନୁବାଦ କରାଯାଇପାରେ ଯେପରି ୟୁଡିବୀରେ ଶେଷ ବାକ୍ୟରେ ଅଛି “ସେହି ପ୍ରକାରେ ….” (ଦେଖନ୍ତୁ: ଉଦାହରଣ, ଉପମା)