Door43-Catalog_or_tn/LUK/06/41.md

1.4 KiB

(ଲୋକମାନଙ୍କର ବିଚାର ନ କରିବା ନିମନ୍ତେ ଯୀଶୁ ଲୋକସମୂହକୁ ଶିକ୍ଷା ଦେଇ ଆସୁଅଛନ୍ତି।)

କାହିଁକି ତୁମ୍ଭେମାନେ ଦେଖୁଅଛ

ଏହା ଅନ୍ୟମାନଙ୍କୁ ଲକ୍ଷ୍ୟ କରିବା ଓ ବିଚାର କରିବା ବିଷୟରେ ଏକ ଉଦାହରଣ ଅଟେ। ଯେପରି ୟୁଡିବୀରେ ଅଛି ଏକ ଉପମା ସଦୃଶ୍ୟ ଏହା ଅନୁବାଦ କରାଯାଇପାରେ। “କାହିଁକି ତୁମ୍ଭେମାନେ ଲକ୍ଷ୍ୟ କରୁଅଛ … ତାହା ଯେପରି…” (ଦେଖନ୍ତୁ: ଉଦାହରଣ, ଉପମା)

କୁଟାଟିକକ

ଏହା ଏହିପରି ଅନୁବାଦ କରାଯାଇପାରେ “ସରୁ କାଠପଟା” କିମ୍ବା “କ୍ଷୁଦ୍ର ଦାଗ” (ୟୁଡିବୀ)।

ଭାଇ

ଏଠାରେ ଏହା ଏକ ଯିହୁଦୀ ବନ୍ଧୁ ବା ଯୀଶୁଙ୍କ ଠାରେ ଏକ ବିଶ୍ଵାସୀ ବନ୍ଧୁକୁ ଦର୍ଶାଉଥିଲା।

କଡ଼ିକାଠ

ଏହା ଏହିପରି ଅନୁବାଦ କରାଯାଇପାରେ “ଲୁହା କଡ଼ି” କିମ୍ବା “କାଠପଟା”।