Door43-Catalog_or_tn/LUK/06/37.md

2.9 KiB
Raw Permalink Blame History

(ଲୋକମାନଙ୍କର ବିଚାର ନ କରିବା ନିମନ୍ତେ ଯୀଶୁ ଲୋକସମୂହକୁ ଶିକ୍ଷା ଦିଅନ୍ତି।)

ବିଚାର କର ନାହିଁ

“ଲୋକମାନଙ୍କର ବିଚାର କର ନାହିଁ” କିମ୍ବା “ଲୋକମାନଙ୍କର ନିନ୍ଦା କର ନାହିଁ”

ତାହାହେଲେ

ଏହା ଏହିପରି ଅନୁବାଦ କରାଯାଇପାରେ “ଏବଂ ଯାହା ଫଳରେ”

ତୁମ୍ଭେମାନେ ବିଚାରିତ ହେବ ନାହିଁ

ଯୀଶୁ କହିଲେ ନାହିଁ ଯେ, କିଏ ବିଚାର କରିବ ନାହିଁ। ସମ୍ଭାବନା ଅର୍ଥଗୁଡ଼ିକ ହେଲା ୧) “ଈଶ୍ଵର ତୁମ୍ଭମାନଙ୍କୁ ବିଚାର କରିବେ ନାହିଁ” କିମ୍ବା ) “କେହି ମଧ୍ୟ ତୁମ୍ଭମାନଙ୍କୁ ବିଚାର କରିବେ ନାହିଁ”। ଉଭୟ ଏହି ଅନୁବାଦଗୁଡ଼ିକରେ ଏହା ସ୍ପଷ୍ଟ କରେ ଯେ କିଏ ବିଚାର କରିବ ନାହିଁ। (ଦେଖନ୍ତୁ: ସ୍ପଷ୍ଟ ଓ ଅବ୍ୟକ୍ତ ସୂଚ଼ନା ଏବଂ ପ୍ରତ୍ୟକ୍ଷ ବା ପରୋକ୍ଷ)

ଦୋଷୀ କର ନାହିଁ

“ଲୋକମାନଙ୍କୁ ଦୋଷୀ କର ନାହିଁ ”

ତୁମ୍ଭେମାନେ ଦୋଷୀକୃତ ହେବ ନାହିଁ

ଯୀଶୁ କହିଲେ ନାହିଁ ଯେ, କିଏ ଦୋଷୀ କରିବ ନାହିଁ। ସମ୍ଭାବନା ଅର୍ଥଗୁଡ଼ିକ ହେଲା ୧) “ଈଶ୍ଵର ତୁମ୍ଭମାନଙ୍କୁ ଦୋଷୀ କରିବେ ନାହିଁ” କିମ୍ବା ) “କେହି ମଧ୍ୟ ତୁମ୍ଭମାନଙ୍କୁ ଦୋଷୀ କରିବେ ନାହିଁ”। ଉଭୟ ଏହି ଅନୁବାଦଗୁଡ଼ିକରେ ଏହା ସ୍ପଷ୍ଟ କରେ ଯେ, କିଏ ଦୋଷୀ କରିବ ନାହିଁ। (ଦେଖନ୍ତୁ: ସ୍ପଷ୍ଟ ଓ ଅବ୍ୟକ୍ତ ସୂଚ଼ନା ଏବଂ ପ୍ରତ୍ୟକ୍ଷ ବା ପରୋକ୍ଷ)

ତୁମ୍ଭମାନଙ୍କୁ କ୍ଷମା ଦିଆଯିବ

ଯୀଶୁ କହିଲେ ନାହିଁ ଯେ, କିଏ କ୍ଷମା କରିବେ। ସମ୍ଭାବନା ଅର୍ଥଗୁଡ଼ିକ ହେଲା ୧) “ଈଶ୍ଵର ତୁମ୍ଭମାନଙ୍କୁ କ୍ଷମା କରିବେ” କିମ୍ବା ) “ସେମାନେ ତୁମ୍ଭମାନଙ୍କୁ କ୍ଷମା କରିବେ”। ପ୍ରଥମ ଅନୁବାଦରେ ଏହା ସ୍ପଷ୍ଟ କରେ ଯେ, କିଏ କ୍ଷମା କରିବେ।