Door43-Catalog_or_tn/LUK/06/35.md

2.3 KiB

(ଆପଣା ଶତ୍ରୁମାନଙ୍କୁ ପ୍ରେମ କରିବା ନିମନ୍ତେ ଯୀଶୁ ଲୋକସମୂହକୁ ଶିକ୍ଷା ଦେଇ ଆସୁଅଛନ୍ତି।)

ତୁମ୍ଭମାନଙ୍କର ପୁରସ୍କାର ପ୍ରଚୁର ହେବ

“ତୁମ୍ଭେମାନେ ବଡ଼ ପୁରସ୍କାର ପ୍ରାପ୍ତ ହେବ” କିମ୍ବା “ତୁମ୍ଭମାନେ ଭଲ ପାଉଣା ପାଇବ” କିମ୍ବା “ଏହା ସକାଶେ ତୁମ୍ଭେମାନେ ଭଲ ଉପହାର ପାଇବ”

ତୁମ୍ଭେମାନେ ପରାତ୍ପରଙ୍କ ପୁତ୍ର ହେବ

ଏହି ଶବ୍ଦଗୁଡ଼ିକ “ପୁତ୍ର ହେବ” ଏହା ଏକ ରୁଢ଼୍ୟୋକ୍ତି ଯାହାର ଅର୍ଥ “ରୂପେ” ଏହା ଇଙ୍ଗିତ କରେ ଯେ, ଯେଉଁ ଲୋକମାନେ ଆପଣା ଶତ୍ରୁମାନଙ୍କୁ ପ୍ରେମ କରନ୍ତି ସେମାନେ ଈଶ୍ଵରଙ୍କ ସଦୃଶ୍ୟ ବ୍ୟବହାର କରନ୍ତି। ଏହା ଏହିପରି ଅନୁବାଦ କରାଯାଇପାରେ “ତୁମ୍ଭେମାନେ ପରାତ୍ପର ଈଶ୍ଵରଙ୍କ ସନ୍ତାନ ସଦୃଶ୍ୟ ବ୍ୟବହାର କରିବ” କିମ୍ବା “ତୁମ୍ଭେମାନେ ପରାତ୍ପର ଈଶ୍ଵରଙ୍କ ସଦୃଶ୍ୟ ହେବ।” ଏହା ନିଶ୍ଚିତ କରନ୍ତୁ ଯେ ଏହି ଶବ୍ଦ “ପୁତ୍ର” ବହୁବଚନ ଅଟେ ତେଣୁ ଏହା ଯୀଶୁଙ୍କ ଉପାଧି “ଈଶ୍ଵରଙ୍କ ପୁତ୍ର” ସହ ଅସ୍ପଷ୍ଟ ନୁହେଁ।

ଅକୃତଜ୍ଞ ଓ ଦୁଷ୍ଟମାନଙ୍କ ପ୍ରତି

“ଯେଉଁ ଲୋକମାନେ ତାହାଙ୍କୁ ଧନ୍ୟବାଦ ଦିଅନ୍ତି ନାହିଁ ଓ ଯେଉଁମାନେ ଦୁଷ୍ଟ ଅଟନ୍ତି”

ତୁମ୍ଭମାନଙ୍କର ପିତା

ଏହା ଈଶ୍ଵରଙ୍କୁ ଦର୍ଶାଏ। “ତୁମ୍ଭମାନଙ୍କ ସ୍ଵର୍ଗସ୍ଥ ପିତା” କହିବା ଦ୍ଵାରା ଏହା ସ୍ପଷ୍ଟ କରାଯାଇପାରେ।