Door43-Catalog_or_tn/LUK/06/29.md

1.5 KiB

(ଆପଣା ଶତ୍ରୁମାନଙ୍କୁ ପ୍ରେମ କରିବା ନିମନ୍ତେ ଯୀଶୁ ଲୋକସମୂହକୁ ଶିକ୍ଷା ଦେଇ ଆସୁଅଛନ୍ତି।)

ଯେ ତୁମ୍ଭକୁ ଚାପୁଡ଼ା ମାରେ

“ଯଦି କେହି ତୁମ୍ଭକୁ ଆଘାତ କରେ”

ଗୋଟିଏ ଗାଲରେ

“ତୁମ୍ଭମାନଙ୍କ ମୁଖର ଗୋଟିଏ ପାର୍ଶ୍ଵରେ”

ତାହା ପ୍ରତି ଅନ୍ୟଟି ମଧ୍ୟ ଦେଖାଇଦିଅ

ଏହା ଏହିପରି ଅନୁବାଦ କରାଯାଇପାରେ “ତୁମ୍ଭମାନଙ୍କ ମୁଖକୁ ବୁଲାଇ ଦିଅ ଯେପରି ସେ ତୁମ୍ଭକୁ ଅନ୍ୟ ପାର୍ଶ୍ଵରେ ମଧ୍ୟ ଆଘାତ କରିପାରିବ।”

ବାରଣ କର ନାହିଁ

“ନେବା ନିମନ୍ତେ ତାହାକୁ ବାରଣ କର ନାହିଁ”

ଯେକେହି ତୁମ୍ଭକୁ ମାଗେ, ତାହାକୁ ଦିଅ

ଏହା ଏହିପରି ଅନୁବାଦ କରାଯାଇପାରେ “ଯଦି କେହି ତୁମ୍ଭକୁ କୌଣସି ବିଷୟ ମାଗେ, ତାହା ତାହାକୁ ଦିଅ।”

ତାହା ଠାରୁ ତାହା ପୁନର୍ବାର ଦାବି କର ନାହିଁ

“ତାହାକୁ ମାଗ ନାହିଁ” କିମ୍ବା “ଦାବି କର ନାହିଁ”