Door43-Catalog_or_tn/LUK/06/27.md

1.5 KiB

(ଦୃଶ୍ୟମାନ ଭାବରେ ଯୀଶୁ ସେଠାରେ ଥିବା ସମସ୍ତ ଜନତା ଯେଉଁମାନେ ତାହାଙ୍କ ଶିଷ୍ୟ ନ ଥିଲେ ସେମାନଙ୍କ ସମେତ, ସମସ୍ତଙ୍କୁ କହିବାକୁ ଆରମ୍ଭ କରନ୍ତି। )

ପ୍ରେମ କର… ମଙ୍ଗଳ କର… ଆଶୀର୍ବାଦ କର… ପ୍ରାର୍ଥନା କର

ଏହି ପ୍ରତ୍ୟେକ ଆଜ୍ଞା କେବଳ ଥରେ ନୁହେଁ, କିନ୍ତୁ ନିରନ୍ତର କରିବାକୁ ହେବ।

ତୁମ୍ଭମାନଙ୍କ ଶତ୍ରୁମାନଙ୍କୁ ପ୍ରେମ କର

“ତୁମ୍ଭମାନଙ୍କ ଶତ୍ରୁମାନଙ୍କ ବିଷୟରେ ଯତ୍ନବାନ ହୁଅ” କିମ୍ବା “ତୁମ୍ଭମାନଙ୍କ ଶତ୍ରୁମାନଙ୍କ ନିମନ୍ତେ ଯାହା ଉତ୍ତମ ତାହା କର”

ଯେଉଁମାନେ ତୁମ୍ଭମାନଙ୍କୁ ଅଭିଶାପ ଦିଅନ୍ତି

“ଯେଉଁମାନେ ଅଭ୍ୟାସଗତ ଭାବରେ ତୁମ୍ଭମାନଙ୍କୁ ଅଭିଶାପ ଦିଅନ୍ତି”

ଯେଉଁମାନେ ତୁମ୍ଭମାନଙ୍କୁ ଅପମାନ କରନ୍ତି

“ଯେଉଁମାନେ ଅଭ୍ୟାସଗତ ଭାବରେ ତୁମ୍ଭମାନଙ୍କୁ ଅପମାନ କରନ୍ତି”