Door43-Catalog_or_tn/LUK/06/26.md

1.0 KiB

(ଯୀଶୁ ଆପଣା ଶିଷ୍ୟମାନଙ୍କୁ ଶିକ୍ଷା ଦେଇ ଆସୁଅଛନ୍ତି।)

ହାୟ ଦଣ୍ଡର ପାତ୍ର

“ତୁମ୍ଭମାନଙ୍କ ନିମନ୍ତେ ଏହା କିପରି ଭୟାନକ ଅଟେ” କିମ୍ବା “ତୁମ୍ଭମାନଙ୍କ ନିମନ୍ତେ ସମସ୍ୟା ଆସିବ” କିମ୍ବା “ତୁମ୍ଭେମାନେ କିପରି ଦୁଃଖିତ ହେବ” କିମ୍ବା “କେତେ ଦୁଃଖ ତୁମ୍ଭମାନଙ୍କର ହେବ”

ଯେତେବେଳେ ଲୋକସମସ୍ତେ

ତାହା “ଯେତେବେଳେ ସମସ୍ତ ଲୋକ,” କିମ୍ବା “ଯେତେବେଳେ ପ୍ରତ୍ୟେକ ଜଣ।”

ସେହିପରି ତ ଭଣ୍ଡ ଭାବବାଦୀମାନଙ୍କ ପ୍ରତି କରୁଥିଲେ

“ଭାବବାଦୀମାନଙ୍କର ସୁଖ୍ୟାତି କରୁଥିଲେ”