Door43-Catalog_or_tn/LUK/06/22.md

1.7 KiB

(ଯୀଶୁ ଆପଣା ଶିଷ୍ୟମାନଙ୍କୁ ଶିକ୍ଷା ଦେଇ ଆସୁଅଛନ୍ତି।)

ତୁମ୍ଭେମାନେ ଧନ୍ୟ

“ତୁମ୍ଭେମାନେ ଈଶ୍ୱରଙ୍କ ଅନୁଗ୍ରହ ପ୍ରାପ୍ତ ହେବ” କିମ୍ବା “ତୁମ୍ଭେ ଲାଭାନ୍ୱିତ ହେବ” କିମ୍ବା “ତୁମ୍ଭମାନଙ୍କ ନିମନ୍ତେ ଏହା କିପରି ଉତ୍ତମ ଅଟେ”

ସେମାନଙ୍କ ସଙ୍ଗରୁ ପୃଥକ୍ କରିବେ

“ତୁମ୍ଭମାନଙ୍କୁ ବହିଷ୍କୃତ କରିବେ” କିମ୍ବା “ତୁମ୍ଭମାନଙ୍କୁ ଅଗ୍ରାହ୍ୟ କରିବେ”

ତୁମ୍ଭମାନଙ୍କୁ ନିନ୍ଦା କରନ୍ତି

“ଅପମାନଜନକ ଭାବରେ ତୁମ୍ଭମାନଙ୍କର ନିନ୍ଦା କରନ୍ତି”

ମନୁଷ୍ୟ ପୁତ୍ରଙ୍କ ହେତୁ

“ମନୁଷ୍ୟ ପୁତ୍ରଙ୍କ ସକାଶେ” କିମ୍ବା “କାରଣ ତୁମ୍ଭେମାନେ ମନୁଷ୍ୟ ପୁତ୍ରଙ୍କ ସହିତ ସମ୍ମିଳିତ ହୋଇଅଛ” କିମ୍ବା “କାରଣ ସେମାନେ ମନୁଷ୍ୟ ପୁତ୍ରଙ୍କୁ ଅଗ୍ରାହ୍ୟ କରିଅଛନ୍ତି”

ସେହି ଦିନ

“ଯେବେ ସେମାନେ ସେହିସବୁ ବିଷୟ କରିବେ” କିମ୍ବା “ଯେବେ ତାହା ଘଟେ”

ପୁରସ୍କାର ପ୍ରଚୁର

“ଏକ ଭଲ ପାଉଣା” କିମ୍ବା “ଏହା ସକାଶେ ଭଲ ଉପହାର”