Door43-Catalog_or_tn/LUK/06/20.md

2.2 KiB
Raw Permalink Blame History

ତୁମ୍ଭେମାନେ ଧନ୍ୟ

ଏହି ବାକ୍ୟାଂଶ ତିନି ଥର ପୁନରାବୃତ୍ତି ହୋଇଛି। ପ୍ରତ୍ୟେକ ଥର, ଏହା ଇଙ୍ଗିତ କରେ ଯେ ଈଶ୍ୱର ଜଣଙ୍କୁ ଅନୁଗ୍ରହ କରନ୍ତି କିମ୍ବା ଯାହା ସେମାନଙ୍କ ପରିସ୍ଥିତି ସକାରାତ୍ମକ ବା ଭଲ ଅଟେ।

ଦୀନହୀନ ଯେ ତୁମ୍ଭେମାନେ, ତୁମ୍ଭେମାନେ ଧନ୍ୟ

“ଯେଉଁମାନେ ଦୀନହୀନ ସେମାନେ ଈଶ୍ୱରଙ୍କ ଅନୁଗ୍ରହ ପ୍ରାପ୍ତ ହେବେ” କିମ୍ବା “ଯେଉଁମାନେ ଦୀନହୀନ ସେମାନେ ଲାଭାନ୍ୱିତ ହେବେ” କିମ୍ବା “ଏହା କେତେ ଉତ୍ତମ ଅଟେ ତୁମ୍ଭମାନଙ୍କ ନିମନ୍ତେ ଯେଉଁମାନେ ଦୀନହୀନ ଅଟନ୍ତି” କିମ୍ବା “ଏହା ଅତି ଉତ୍ତମ ଅଟେ ତୁମ୍ଭମାନଙ୍କ ନିମନ୍ତେ ଯେଉଁମାନେ ଦୀନହୀନ ଅଟନ୍ତି”

ଈଶ୍ୱରଙ୍କ ରାଜ୍ୟ ତୁମ୍ଭମାନଙ୍କର

“ଈଶ୍ୱରଙ୍କ ରାଜ୍ୟ ତୁମ୍ଭମାନଙ୍କ ଠାରେ।” ଏହାର ଅର୍ଥ ହୋଇପାରେ ୧) “ତୁମ୍ଭେମାନେ ଈଶ୍ୱରଙ୍କ ରାଜ୍ୟର ଅଟ” କିମ୍ବା ) “ଈଶ୍ୱରଙ୍କ ରାଜ୍ୟରେ ତୁମ୍ଭମାନଙ୍କର ଅଧିକାର ଅଛି।” ଭାଷାଗୁଡ଼ିକରେ ରାଜ୍ୟ ନିମନ୍ତେ ଶବ୍ଦ ନାହିଁ, ଏହା କହିପାର “ଈଶ୍ୱର ତୁମ୍ଭମାନଙ୍କ ରାଜା ଅଟନ୍ତି” କିମ୍ବା “ଈଶ୍ୱର ତୁମ୍ଭମାନଙ୍କ ଶାସନକର୍ତ୍ତା ଅଟନ୍ତି।”

ତୁମ୍ଭେମାନେ ହାସ୍ୟ କରିବ

“ତୁମ୍ଭେମାନେ ଆନନ୍ଦର ସହିତ ହାସ୍ୟ କରିବ” କିମ୍ବା “ତୁମ୍ଭେମାନେ ଉଲ୍ଲସିତ ହେବ”