Door43-Catalog_or_tn/LUK/06/09.md

1.2 KiB

ସେମାନଙ୍କୁ

“ଫାରୁଶୀମାନଙ୍କୁ”

କଅଣ ବିଧିସଙ୍ଗତ

ଏହା ଏକ ପ୍ରଭାବିତ ପ୍ରଶ୍ନର ଆରମ୍ଭ ଅଟେ। ଯୀଶୁ ଇଚ୍ଛା କଲେ ଯେ ଫାରୁଶୀମାନେ ଏହା ଚିନ୍ତା କରନ୍ତୁ ଓ ସ୍ୱୀକାର କରନ୍ତୁ ଯେ ବିଶ୍ରାମବାରରେ ସୁସ୍ଥ କରିବା ବିଧିସଙ୍ଗତ ଅଟେ। ଏହା ଏହିପରି ଅନୁବାଦ କରାଯାଇପାରେ “କେଉଁଟି ବିଧିସଙ୍ଗତ ଅଟେ? ଭଲ କରିବା” କିମ୍ବା “ଯାହା କରିବା ନିମନ୍ତେ ମୋଶାଙ୍କ ବ୍ୟବସ୍ଥା ଆମ୍ଭମାନଙ୍କୁ ଅନୁମତି ଦିଏ?” (ଦେଖନ୍ତୁ: ପ୍ରଭାବିତ ପ୍ରଶ୍ନ)

ତୁମ୍ଭର ହାଥ ବଢ଼ାଅ

“ତୁମ୍ଭର ହାଥ ବାହାର କର” କିମ୍ବା “ତୁମ୍ଭର ହାଥ ପ୍ରସାରଣ କର”

ପୁନରୁଦ୍ଧାର ହେଲା

“ସୁସ୍ଥ ହେଲା”