Door43-Catalog_or_tn/LUK/06/06.md

1.8 KiB

ଆଉ ଏପରି ହେଲା

ଏହି ବାକ୍ୟାଂଶ କାହାଣୀର ଏକ ନୂତନ ଅଂଶକୁ ଆରମ୍ଭ କରିବାର ଚିହ୍ନ ନିମନ୍ତେ ଏଠାରେ ବ୍ୟବହାର କରାଯାଇଛି। ଯଦି ଆପଣଙ୍କ ଭାଷାରେ ଏହା କରିବା ନିମନ୍ତେ କୌଣସି ଶୈଳୀ ଥାଏ, ଆପଣ ଏଠାରେ ତାହା ବ୍ୟବହାର କରିପାରନ୍ତି।

ହାଥ ଶୁଖିଯାଇଥିଲା

ଏକ ମନୁଷ୍ୟର ହାଥ ଏପ୍ରକାରେ ନଷ୍ଟ ହୋଇଥିଲା ଯେ ସେ ଏହା ଲମ୍ବା କରିପାରୁ ନ ଥିଲା। ଏହା ସମ୍ଭବତଃ ପ୍ରାୟ ଏକ ମୁଠା ହୋଇ ବଙ୍କା ଥିଲା, ଏହା ଛୋଟ ଦେଖାଯାଉଥିଲା ଓ କୁଞ୍ଚିତ ଚର୍ମ ହୋଇଥିଲା।

ତାହାଙ୍କୁ ଲକ୍ଷ୍ୟ କରି ରହିଲେ

“ଯୀଶୁଙ୍କୁ ଯତ୍ନପୂର୍ବକ ଲକ୍ଷ୍ୟ କରି ରହିଲେ”

ଯେପରି ସେମାନେ ପାଇପାରନ୍ତି

ଏହା ଏହିପରି ଅନୁବାଦ କରାଯାଇପାରେ “କାରଣ ସେମାନେ ଖୋଜିବାକୁ ଇଚ୍ଛା କରୁଥିଲେ।”

ପ୍ରତ୍ୟେକଜଣଙ୍କ ମଝିରେ

ଏହା ଏହିପରି ଅନୁବାଦ କରାଯାଇପାରେ “ପ୍ରତ୍ୟେକଜଣଙ୍କ ସମ୍ମୁଖରେ” (ୟୁଡିବୀ)। ଯୀଶୁ ସେହି ମନୁଷ୍ୟକୁ ଯେଉଁଠାରେ ପ୍ରତ୍ୟେକଜଣ ଦେଖିପାରିବେ ସେ ସ୍ଥାନରେ ତାହାକୁ ଠିଆ କରିବାକୁ ଇଚ୍ଛା କଲେ।