Door43-Catalog_or_tn/LUK/06/03.md

1.7 KiB

ତାହା ସୁଦ୍ଧା କି ତୁମ୍ଭେମାନେ ପାଠ କରିନାହଁ

ଏହା ଏକ ପ୍ରଭାବିତ ପ୍ରଶ୍ନର ଆରମ୍ଭ ଅଟେ। ଏହା ଠାରୁ ଶିକ୍ଷା ପାଇ ନ ଥିବା ନିମନ୍ତେ ଯୀଶୁ ସେମାନଙ୍କୁ କୋମଳ ଭାବରେ ଧମକ ଦେଉଅଛନ୍ତି। ଏହା ଏହିପରି ଅନୁବାଦ କରାଯାଇପାରେ “ନିଶ୍ଚିତ ଭାବରେ ତୁମ୍ଭେମାନେ ଏହା ପାଠ କରିଅଛ।” (ୟୁଡିବୀ) କିମ୍ବା “ଯାହା ତୁମ୍ଭେମାନେ ପାଠ କରିଅଛ ସେଥିରୁ ତୁମ୍ଭେମାନେ ଶିକ୍ଷାପ୍ରାପ୍ତ ହେବା ଉଚିତ୍” (ଦେଖନ୍ତୁ: ପ୍ରଭାବିତ ପ୍ରଶ୍ନ)

ଦର୍ଶନୀରୋଟୀ

“ପବିତ୍ର ରୋଟୀ” କିମ୍ବା “ଈଶ୍ୱରଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଇଥିବା ରୋଟୀ”

ମନୁଷ୍ୟପୁତ୍ର

ଏହା ଏହିପରି ଅନୁବାଦ କରାଯାଇପାରେ “ମୁଁ, ମନୁଷ୍ୟପୁତ୍ର”। ଯୀଶୁ ଆପଣାକୁ ଦର୍ଶାଉଛନ୍ତି।

ବିଶ୍ରାମବାରର ପ୍ରଭୁ

“ବିଶ୍ରାମବାରର ମାଲିକ”। ଏହା ଏହିପରି ଅନୁବାଦ କରାଯାଇପାରେ “ବିଶ୍ରାମବାରରେ ଲୋକମାନେ କଅଣ କରିବା ଉଚିତ୍ ଏହା ସ୍ଥିର କରିବା ନିମନ୍ତେ ଅଧିକାର ଅଛି!” (ୟୁଡିବୀ)