Door43-Catalog_or_tn/LUK/05/36.md

550 B

କୌଣସି ମନୁଷ୍ୟ ଛିଣ୍ଡାଏ ନାହିଁ

“କେହି ଛିଣ୍ଡାଇ” କିମ୍ବା “ଲୋକେ କଦାପି ଚିରନ୍ତି ନାହିଁ” (ୟୁଡିବୀ)

ସିଲାଇ କରିବା

“ମରାମତି କରିବା”

ତାହା ସାଙ୍ଗରେ ମିଶିବ ନାହିଁ

“ତାହା ଅନୁରୂପ ହେବ ନାହିଁ” କିମ୍ବା “ତାହା ସହିତ ସମାନ ରୂପେ ହେବ ନାହିଁ”