Door43-Catalog_or_tn/LUK/05/25.md

675 B

ତତ୍‌କ୍ଷଣାତ

“ଏହିକ୍ଷଣି” କିମ୍ବା “ସାଙ୍ଗେସାଙ୍ଗେ”

ସମସ୍ତେ ଆଚମ୍ବିତ ହେଲେ

“ପ୍ରତ୍ୟେକ ଜଣ ଯେଉଁମାନେ ଏହା ଦେଖିଲେ ସେମାନେ ଆଶ୍ଚର୍ଯ୍ୟାନ୍ୱିତ ହେଲେ”

ଅତ୍ୟନ୍ତ ଭୀତ ହୋଇ

“ବହୁତ ଭୟଭୀତ ହେଲେ” କିମ୍ବା “ଅତ୍ୟନ୍ତ ବିସ୍ମିତ ହୋଇ”

ଅଦ୍ଭୁତ ଘଟଣା

“ବିସ୍ମୟକର ଘଟଣା” କିମ୍ବା “ଅସାଧାରଣ ଘଟଣା”