Door43-Catalog_or_tn/LUK/05/15.md

1.2 KiB

ତାହାଙ୍କ ବିଷୟକ କଥା

“ଯୀଶୁଙ୍କ ବିଷୟକ ସମାଚାର।” ଏହାର ଅର୍ଥ ହୋଇପାରେ “ଯୀଶୁ ସେହି ମନୁଷ୍ୟକୁ ସୁସ୍ଥ କରିବା ବିଷୟକ ସମ୍ବାଦ” କିମ୍ବା “ଯୀଶୁ ଲୋକମାନଙ୍କୁ ସୁସ୍ଥ କରିବା ବିଷୟକ ସମ୍ବାଦ।”

ତାହାଙ୍କ ବିଷୟକ କଥା ଆହୁରି ଅଧିକ ବ୍ୟାପିଗଲା

“ତାହାଙ୍କ ବିଷୟକ କଥା ଆହୁରି ଅଧିକ ବାହାରକୁ ଚାଲିଗଲା” କିମ୍ବା “ଲୋକମାନେ ତାହାଙ୍କ ବିଷୟକ କଥା ଅନ୍ୟ ସ୍ଥାନମାନଙ୍କରେ କହିବାକୁ ଲାଗିଲେ”

ନିର୍ଜ୍ଜନ ସ୍ଥାନମାନଙ୍କରେ

“ଜନଶୂନ୍ୟ ସ୍ଥାନମାନଙ୍କରେ” କିମ୍ବା “ଶାନ୍ତ ସ୍ଥାନମାନଙ୍କରେ” କିମ୍ବା “ଅନ୍ୟ ଲୋକମାନେ ନ ଥିବା ସ୍ଥାନମାନଙ୍କରେ”