Door43-Catalog_or_tn/LUK/05/14.md

1.8 KiB

କାହାକୁ କୁହ ନାହିଁ

ଏହା ଏକ ପରୋକ୍ଷ ଉକ୍ତି ଅଟେ।ଏହା ଏହିପରି ସିଧାସଳଖ ଉକ୍ତିରେ ଅନୁବାଦ କରାଯାଇପାରେ “କାହାକୁ କହିବ ନାହିଁ।” ଏହି ଅବ୍ୟକ୍ତ ସୂଚ଼ନା “ଯାହା ତୁମ୍ଭେ ସୁସ୍ଥ ହୋଇଯାଇଅଛ” ଅଟେ। (ଦେଖନ୍ତୁ: ବକ୍ତବ୍ୟର ଉକ୍ତି, ସ୍ପଷ୍ଟ ଓ ଅବ୍ୟକ୍ତ ସୂଚ଼ନା)

ଶୌଚକ୍ରିୟା ନିମନ୍ତେ ନୈବେଦ୍ୟ ଉତ୍ସର୍ଗ

ବ୍ୟବସ୍ଥାନୁସାରେ ଏକ ବ୍ୟକ୍ତି ନିର୍ଦ୍ଧିଷ୍ଟ ନୈବେଦ୍ୟ ଉତ୍ସର୍ଗ କରିବାକୁ ହୁଏ ସେମାନେ ଶୁଚି ହେଲା ପରେ। ଏହା ବ୍ୟକ୍ତିକୁ ଆନୁଷ୍ଠାନିକ ଭାବରେ ଶୁଚି ହେବା ନିମନ୍ତେ ଅନୁମତି ଦିଏ, ଆଉ ଧାର୍ମିକ ବିଧିବିଧାନରେ ଅଂଶଗ୍ରହଣ କରିବା ନିମନ୍ତେ ଯୋଗ୍ୟ ହୁଏ।

ସେମାନଙ୍କ ନିକଟରେ ସାକ୍ଷ୍ୟ ହେବା ନିମନ୍ତେ

“ଯାଜକମାନଙ୍କ ନିକଟରେ ସାକ୍ଷ୍ୟ ହେବା ନିମନ୍ତେ” କିମ୍ବା “ଯେପରି ଯାଜକମାନେ ଜାଣିବେ ଯେ ତୁମ୍ଭେ ପ୍ରକୃତରେ ସୁସ୍ଥ ହୋଇଅଛ।” ଯୀଶୁ ମନୁଷ୍ୟର କୁଷ୍ଠରୋଗ ସୁସ୍ଥ କଲେ ଏହି ସତ୍ୟ ସହିତ ମନ୍ଦିରର ଯାଜକମାନେ ସମ୍ମୁଖିନ ହେବେ।