Door43-Catalog_or_tn/LUK/04/42.md

1.2 KiB

ପ୍ରଭାତ ହୁଅନ୍ତେ

“ସୂର୍ଯ୍ୟଦୟ ସମୟରେ” କିମ୍ବା “ପ୍ରତ୍ୟୁଷରେ”

ଗୋଟିଏ ନିର୍ଜ୍ଜନ ସ୍ଥାନକୁ

“ଏକ ପରିତ୍ୟକ୍ତ ସ୍ଥାନ” କିମ୍ବା “ଯେଉଁ ସ୍ଥାନରେ କୌଣସି ଲୋକ ବାସ କରନ୍ତି ନାହିଁ” କିମ୍ବା “ଯେଉଁ ସ୍ଥାନରେ କୌଣସି ଲୋକ ନ ଥାଆନ୍ତି”

ଅନ୍ୟାନ୍ୟ ନଗରରେ ମଧ୍ୟ

ଏହା ଏହିପରି ଅନୁବାଦ କରାଯାଇପାରେ “ଅନ୍ୟାନ୍ୟ ନଗରରେ ମଧ୍ୟ ଲୋକମାନଙ୍କ ନିକଟକୁ।”

କାରଣ ସେଥିନିମନ୍ତେ ମୁଁ ଏଠାରେ ପ୍ରେରିତ ହୋଇଅଛି

ଏହା ଏହିପରି ପ୍ରତ୍ୟକ୍ଷ ବାଚ୍ୟରେ ଅନୁବାଦ କରାଯାଇପାରେ “ଏହି କାରଣରୁ ଈଶ୍ୱର ମୋତେ ଏଠାକୁ ପ୍ରେରଣ କରିଅଛନ୍ତି।” (ଦେଖନ୍ତୁ: ପ୍ରତ୍ୟକ୍ଷ ବା ପରୋକ୍ଷ)