Door43-Catalog_or_tn/LUK/04/40.md

499 B

କ୍ରନ୍ଦନ କରୁ କରୁ

“ଚିତ୍କାର କରୁ କରୁ” କିମ୍ବା “ଉଚ୍ଚ ଧ୍ୱନୀ କରୁ କରୁ”

ଭୁତାତ୍ମାମାନଙ୍କୁ ଧମକ ଦେଲେ

“ ଭୁତାତ୍ମାମାନଙ୍କୁ କୋଠାର ଭାବରେ କଥା କହିଲେ”

ସେମାନଙ୍କୁ ଦେଲେ ନାହିଁ

“ସେମାନଙ୍କୁ ଅନୁମତି ଦେଲେ ନାହିଁ”