Door43-Catalog_or_tn/LUK/04/31.md

1.1 KiB

ସେ ତଳକୁ ଗଲେ

“ଯୀଶୁ ପାହାଡ଼ ତଳକୁ ଗଲେ।” ଉଚ୍ଚତାରେ ନାଜରିତ ଠାରୁ କଫର୍ନାହୂମ ତଳେ ଥିଲା।

କଫର୍ନାହୂମ, ଗାଲିଲୀର ଏକ ନଗର

ଯେହେତୁ ଯୀଶୁ ଗାଲିଲୀରେ ହିଁ ଥିଲେ, ଏହା ଏହିପରି ଅନୁବାଦ କରାଯାଇପାରେ “କଫର୍ନାହୂମ, ଗାଲିଲୀର ଅନ୍ୟ ଏକ ନଗର।”

ଆଶ୍ଚର୍ଯ୍ୟାନ୍ୱିତ ହେଲେ

“ବହୁତ ଚମତ୍କୃତ ହେଲେ” କିମ୍ବା “ମନରେ ପ୍ରଭାବ ପକାଇଲେ”

ସେ ଅଧିକାର ସହିତ କଥା କହୁଥିଲେ

ଏହା ଏହିପରି ଅନୁବାଦ କରାଯାଇପାରେ “ତାହାଙ୍କ ବାକ୍ୟ ଅଧିକାରଯୁକ୍ତ ଥିଲା” କିମ୍ବା “ସେ ଜଣେ ଅଧିକାରଯୁକ୍ତ ବ୍ୟକ୍ତି ରୂପେ କଥା କହୁଥିଲେ।”