Door43-Catalog_or_tn/LUK/04/23.md

849 B

ନିଜ ପୈତୃକ ନଗରରେ

ଏହା ନାଜରିତ ଥିଲା, ଯେଉଁ ନଗରରେ ଯୀଶୁ ଲାଳିତପାଳିତ ହୋଇ ବଢ଼ିଥିଲେ।

କୌଣସି ଭାବବାଦୀ ନିଜ ଦେଶରେ ଗ୍ରାହ୍ୟ ହୁଅନ୍ତି ନାହିଁ

ତାହାଙ୍କୁ ବିଶ୍ୱାସ କରିବାକୁ ଅଗ୍ରାହ୍ୟ କରୁଥିବା ଲୋକମାନଙ୍କୁ ଯୀଶୁ ଅନୁଯୋଗ କରୁଥିଲେ କାରଣ ସେମାନେ ଭାବୁଥିଲେ ଯେ ସେମାନେ ତାହାଙ୍କୁ ଜାଣନ୍ତି।

ନିଜ ଦେଶ

ଏହା ଏହିପରି ଅନୁବାଦ କରାଯାଇପାରେ “ନିଜ ନଗର” କିମ୍ବା “ପୈତୃକ ନଗର।”