Door43-Catalog_or_tn/LUK/04/18.md

2.2 KiB

(ଯାହା ଯୀଶୁ ପୁସ୍ତକରେ ଯିଶାଇୟ ୬୧:୧

୨ରୁ ପଢ଼ିଲେ।)

ପ୍ରଭୁଙ୍କର ଆତ୍ମା ମୋ'ଠାରେ ଅଧିଷ୍ଠିତ

“ବିଶେଷ ପ୍ରକାରେ ଈଶ୍ଵର ମୋ' ସହିତ ଅଛନ୍ତି।” କେହି ଜଣେ କହନ୍ତି ଏହା ଈଶ୍ଵରଙ୍କ ବାକ୍ୟ କହିବା ନିମନ୍ତେ ଏକ ଦାବି ଅଟେ।

ବନ୍ଦୀମାନଙ୍କ ନିକଟରେ ମୁକ୍ତି ଘୋଷଣା କରିବାକୁ

ଏହା ଏହିପରି ଅନୁବାଦ କରାଯାଇପାରେ “ଯେଉଁ ଲୋକମାନେ ବନ୍ଦୀ ହୋଇ ରହିଛନ୍ତି ସେମାନେ ମୁକ୍ତ ହୋଇପାରିବେ” କିମ୍ବା “ଯୁଦ୍ଧର ବନ୍ଦୀମାନଙ୍କୁ ମୁକ୍ତ କରିବାକୁ।”

ଅନ୍ଧମାନଙ୍କର ଦୃଷ୍ଟି ଫେରାଇବାକୁ

“ଅନ୍ଧମାନଙ୍କ ନିକଟରେ ଦୃଷ୍ଟିଲାଭର ବିଷୟ ଘୋଷଣା କରିବାକୁ” କିମ୍ବା “ଅନ୍ଧମାନଙ୍କୁ ଦୃଷ୍ଟିଦାନ ଦେବାକୁ” କିମ୍ବା “ଅନ୍ଧ ପୂନର୍ବାର ଦେଖିବା ନିମନ୍ତେ ଯୋଗ୍ୟ କରିବାକୁ”

ପୁଣି ଉପଦ୍ରବପ୍ରାପ୍ତ ଲୋକମାନଙ୍କୁ ମୁକ୍ତ କରିବାକୁ

“ନିଷ୍ଠୁର ଭାବରେ ତାଡ଼ନାପ୍ରାପ୍ତ ଲୋକମାନଙ୍କୁ ମୁକ୍ତ କରିବାକୁ”

ପ୍ରଭୁଙ୍କ ଅନୁଗ୍ରହବର୍ଷ ଘୋଷଣା କରିବାକୁ

ଏହା ଏହିପରି ଅନୁବାଦ କରାଯାଇପାରେ “ଯେଉଁ ବର୍ଷରେ ପ୍ରଭୁ ଆପଣା ଦୟା ଦେଖାଇବେ ତାହା ଏହି ବର୍ଷ ବୋଲି ଘୋଷଣା କରିବାକୁ” କିମ୍ବା “ପ୍ରଭୁ ଆପଣା ଲୋକମାନଙ୍କୁ ଆଶୀର୍ବାଦ କରିସାରିଛନ୍ତି ବୋଲି ପ୍ରତ୍ୟେକ ଜଣଙ୍କୁ କହିବାକୁ।”