Door43-Catalog_or_tn/LUK/04/12.md

1.2 KiB

ଉକ୍ତ ଅଛି

ଏହା ଏହିପରି ଅନୁବାଦ କରାଯାଇପାରେ “ଧର୍ମଶାସ୍ତ୍ର କହେ” କିମ୍ବା “ଲେଖାଅଛି।” ଯୀଶୁ ଦ୍ଵିତୀୟ ବିବରଣ ୬:୧୬ କୁ ଉଦ୍ଧୃତ କରନ୍ତି

ତୁମ୍ଭେ ପ୍ରଭୁ ଆପଣା ଈଶ୍ଵରଙ୍କୁ ପରୀକ୍ଷା କରିବ ନାହିଁ

ଏହା ଏହିପରି ଅନୁବାଦ କରାଯାଇପାରେ “ପ୍ରଭୁ ଆପଣା ଈଶ୍ଵରଙ୍କୁ ପରୀକ୍ଷା କରିବ ନାହିଁ।” ଯୀଶୁ ଏହି ଧର୍ମ ଶାସ୍ତ୍ରାଂଶକୁ ଉଦ୍ଧୃତ କଲେ ଏହା କହିବା ନିମନ୍ତେ ଯେ, କାହିଁକି ସେ ମନ୍ଦିର ଉପରୁ ତଳକୁ ଡ଼େଇଁବା ଦ୍ଵାରା ଈଶ୍ଵରଙ୍କୁ ପରୀକ୍ଷା କରୁ ନାହାନ୍ତି। ଏହି ଆଜ୍ଞା ଈଶ୍ଵରଙ୍କ ଲୋକମାନଙ୍କ ନିମନ୍ତେ ଅଟେ।

କିଛି କାଳ ପର୍ଯ୍ୟନ୍ତ

“ଅନ୍ୟ ସୁଯୋଗ ପର୍ଯ୍ୟନ୍ତ”