Door43-Catalog_or_tn/LUK/04/05.md

1.2 KiB

ଏକ ଉଚ୍ଚ ସ୍ଥାନକୁ

“ଏକ ଉଚ୍ଚ ପର୍ବତକୁ”

ଏକ ମୁହୂର୍ତ୍ତ ମଧ୍ୟରେ

“ତତ୍‌କ୍ଷଣିକରେ” କିମ୍ବା “ତତ୍‌କ୍ଷଣାତ୍”

ଅତଏବ

“ତେଣୁ”

ତୁମ୍ଭେ ଯେବେ ଆମ୍ଭ ଛାମୁରେ ପ୍ରଣାମ କାରିବ ଓ ଆମ୍ଭର ଉପାସନା କରିବ

ଏହା ଏହିପରି ଅନୁବାଦ କରାଯାଇପାରେ “ଯଦି ତୁମ୍ଭେ ଆମ୍ଭ ସମ୍ମୁଖରେ ଆଣ୍ଠୁପାତିବ” କିମ୍ବା “ଯଦି ତୁମ୍ଭେ ଆମ୍ଭକୁ ଉପାସନା କରିବା ନିମନ୍ତେ ପ୍ରଣାମ କରିବ” କିମ୍ବା “ଯଦି ତୁମ୍ଭେ ଆମ୍ଭକୁ ପ୍ରଣାମ କରିବା ଦ୍ୱାରା ଆମ୍ଭର ଉପାସନା କରିବ।”

ତେବେ ସମସ୍ତ ତୁମ୍ଭର ହେବ

ଏହା ଏହିପରି ଅନୁବାଦ କରାଯାଇପାରେ “ମୁଁ ଏହି ସମସ୍ତ ରାଜ୍ୟ ତୁମ୍ଭକୁ ଦେବି।”