Door43-Catalog_or_tn/LUK/03/9.md

1.6 KiB

(ଯୋହନ ଲୋକସମୂହକୁ କହି ଆସୁଅଛନ୍ତି।)

ଏବେ ସୁଦ୍ଧା ଗଛଗୁଡ଼ିକ ମୂଳରେ କୁହ୍ରାଡ଼ି ଲାଗିଅଛି

ଏହି ଉଦାହରଣର ଅର୍ଥ ଯେ ଦଣ୍ଡ ଆରମ୍ଭ ହେବାକୁ ଯାଉଛି। ଏହା ଏହିପରି ଅନୁବାଦ କରାଯାଇପାରେ “ଏହା ଯେପରି, କୁହ୍ରାଡ଼ି ଏଥି ପୂର୍ବରୁ ଗଛଗୁଡ଼ିକ ମୂଳରେ ଲାଗିଅଛି” କିମ୍ବା “ଈଶ୍ୱର ଏପରି ଏକ ମନୁଷ୍ୟ ସଦୃଶ୍ୟ ଯିଏ ଗଛଗୁଡ଼ିକ ମୂଳରେ କୁହ୍ରାଡ଼ି ରଖିଅଛନ୍ତି।” (ଦେଖନ୍ତୁ: ଉଦାହରଣ)

ଯେକୌଣସି ଗଛ ଭଲ ଫଳ ନ ଫଳେ, ତାହା ହଣାଯାଇ

ଏହା ଏକ ପରୋକ୍ଷ ବାକ୍ୟାଂଶ ଅଟେ। ଏହା ଏହିପରି ପ୍ରତ୍ୟକ୍ଷ ବାକ୍ୟାଂଶରେ ଅନୁବାଦ କରାଯାଇପାରେ “ସେ ପ୍ରତ୍ୟେକ ଗଛକୁ ହାଣିବେ ଯିଏ ଭଲ ଫଳ ଉତ୍ପନ୍ନ କରେ ନାହିଁ।” (ଦେଖନ୍ତୁ: ପ୍ରତ୍ୟକ୍ଷ ବା ପରୋକ୍ଷ)

ନିଆଁରେ ପକାଯିବ

ଏହା ଏହିପରି ପ୍ରତ୍ୟକ୍ଷ ବାକ୍ୟାଂଶରେ ଅନୁବାଦ କରାଯାଇପାରେ “ଅଗ୍ନି ମଧ୍ୟରେ ଏହା ପକାଯାଏ।”