Door43-Catalog_or_tn/LUK/03/4.md

2.2 KiB

ଯେପରି ଲିଖିତ ଅଛି … ଭାବବାଦୀଙ୍କ

ଏହା ଏହିପରି ଅନୁବାଦ କରାଯାଇପାରେ “ଏହା ଘଟିଲା ଯେପରି ଯିଶାଇୟ ଭାବବାଦୀ ଆପଣା ପୁସ୍ତକରେ ଲେଖିଥିଲେ” କିମ୍ବା “ଯୋହନ ଏହି ବାକ୍ୟକୁ ସଫଳ କଲେ ଯାହା ଭାବବାଦୀ ଯିଶାଇୟ ଆପଣା ପୁସ୍ତକରେ ଲେଖିଥିଲେ।” ୪ ୬ ପଦଗୁଡ଼ିକ ଯିଶାଇୟ ୪୦:୩ ୫ ରୁ ଉଦ୍ଧୃତାଂଶ ଅଟେ।

ପଥ

“ରାସ୍ତା” କିମ୍ବା “ସଡ଼କ”

ପ୍ରସ୍ତୁତ କର….ତାହାଙ୍କ ରାଜଦାଣ୍ଡ ସଳଖ କର

ଏହି ଅନୁଚ୍ଛେଦ ଏବ୍ରୀ ପଦ୍ୟ ଶୈଳୀ ଅନୁସାରେ ଅଟେ, ଯାହା ସମୟ ସମୟରେ ବିଶେଷ ବାକ୍ୟାଂଶକୁ ଏକ ପ୍ରକାର ଶବ୍ଦରେ ପୁନରାବୃତ୍ତି ହୋଇଥାଏ। “ପ୍ରଭୁଙ୍କ ପଥ ପ୍ରସ୍ତୁତ କର” ତେଣୁ ଅନ୍ୟ ପ୍ରକାରେ କହିବା “ତାହାଙ୍କ ରାଜଦାଣ୍ଡ ସଳଖ କର।” ମୁଖ୍ୟ ପ୍ରଭେଦ ହେଲା, ପ୍ରଥମଟି ଇଙ୍ଗିତ କରେ ଯେ, ଥରେ ଏହା ଘଟେ, ଅପର ପକ୍ଷରେ ଦ୍ୱିତୀୟଟି ହେବା ଜାରି ରହେ।

ପ୍ରଭୁଙ୍କ ପଥ ପ୍ରସ୍ତୁତ କର

ପଥ ନିମନ୍ତେ ଏହି ଉଦାହରଣର ଅର୍ଥ “ମନପରିବର୍ତ୍ତନ କର ଓ ପ୍ରଭୁଙ୍କ ଆସିବା ସମୟ ନିମନ୍ତେ ପ୍ରସ୍ତୁତ ହୁଅ।” (ଦେଖନ୍ତୁ: ଉଦାହରଣ)

ତାହାଙ୍କ ରାଜଦାଣ୍ଡ ସଳଖ କର

ପଥ ନିମନ୍ତେ ଏହି ଆକୃତି ମଧ୍ୟ ଏକ ଉଦାହରଣ ଅଟେ ଯାହାର ଅର୍ଥ “ପ୍ରଭୁ ଆସିବା ନିମନ୍ତେ ଅବିରତଭାବରେ ପ୍ରସ୍ତୁତ ହୁଅ।”