Door43-Catalog_or_tn/LUK/03/36.md

1.5 KiB

(ଏହା ଯୀଶୁଙ୍କ ପିତୃପୁରୁଷମାନଙ୍କ ସୂଚୀର କ୍ରମାନୁବୃତି ଅଟେ।)

କେନାନଙ୍କ ପୁତ୍ର, ଅର୍ଫକ୍ଷଦଙ୍କ ପୁତ୍ର…

ଏହା ଏହିପରି ଅନୁବାଦ କରାଯାଇପାରେ “କିଏ କେନାନଙ୍କ ପୁତ୍ର ଥିଲେ, କିଏ ଅର୍ଫକ୍ଷଦଙ୍କ ପୁତ୍ର ଥିଲେ…” କିମ୍ବା “ଲେବୀ କେନାନଙ୍କ ପୁତ୍ର ଥିଲେ, କେନାନ ଅର୍ଫକ୍ଷଦଙ୍କ ପୁତ୍ର ଥିଲେ…” କିମ୍ବା “ଶେଲହଙ୍କ ପିତା କେନାନ ଥିଲେ, କେନାନଙ୍କ ପିତା ଅର୍ଫକ୍ଷଦ ଥିଲେ….” ପୂର୍ବବର୍ତ୍ତୀ ପଦଗୁଡିକରେ ଯେପରି ଆପଣମାନେ ବ୍ୟବହାର କଲେ ସେହି ସମାନ ଶବ୍ଦଗୁଡିକ ବ୍ୟବହାର କରନ୍ତୁ।

ଆଦମ, ଈଶ୍ୱରଙ୍କ ପୁତ୍ର

ଏହା ଏହିପରି ଅନୁବାଦ କରାଯାଇପାରେ “ଆଦମ, ଈଶ୍ୱରଙ୍କ ଦ୍ୱାରା ସୃଷ୍ଟ” କିମ୍ବା “ଆଦମ, ଯିଏ ଈଶ୍ୱରଙ୍କ ଠାରୁ ଥିଲେ” କିମ୍ବା “ଆଦମ, ପୁତ୍ର, ଆମ୍ଭେମାନେ କହିପାରୁ, ଈଶ୍ୱରଙ୍କ।”