Door43-Catalog_or_tn/LUK/03/33.md

1.1 KiB

(ଏହା ଯୀଶୁଙ୍କ ପିତୃପୁରୁଷମାନଙ୍କ ସୂଚୀର କ୍ରମାନୁବୃତି ଅଟେ।)

ଅମ୍ମୀନାଦାବଙ୍କ ପୁତ୍ର, ଅଦ୍ମୀନଙ୍କ ପୁତ୍ର…

ଏହା ଏହିପରି ଅନୁବାଦ କରାଯାଇପାରେ “କିଏ ଅମ୍ମୀନାଦାବଙ୍କ ପୁତ୍ର, କିଏ ଅଦ୍ମୀନଙ୍କ ପୁତ୍ର…” କିମ୍ବା “ଲେବୀ ଅମ୍ମୀନାଦାବଙ୍କ ପୁତ୍ର ଥିଲେ, ଶିମିୟୋନ ଅଦ୍ମୀନଙ୍କ ପୁତ୍ର ଥିଲେ…” କିମ୍ବା “ନହଶୋନଙ୍କ ପିତା ଅମ୍ମୀନାଦାବ ଥିଲେ, ଅମ୍ମୀନାଦାବଙ୍କ ପିତା ଅଦ୍ମୀନ ଥିଲେ….” ପୂର୍ବବର୍ତ୍ତୀ ପଦଗୁଡିକରେ ଯେପରି ଆପଣମାନେ ବ୍ୟବହାର କଲେ ସେହି ସମାନ ଶବ୍ଦଗୁଡିକ ବ୍ୟବହାର କରନ୍ତୁ।