Door43-Catalog_or_tn/LUK/03/30.md

1.0 KiB

(ଏହା ଯୀଶୁଙ୍କ ପିତୃପୁରୁଷମାନଙ୍କ ସୂଚୀର କ୍ରମାନୁବୃତି ଅଟେ।)

ଶିମିୟୋନଙ୍କ ପୁତ୍ର, ଯିହୂଦାଙ୍କ ପୁତ୍ର…

ଏହା ଏହିପରି ଅନୁବାଦ କରାଯାଇପାରେ “କିଏ ଶିମିୟୋନଙ୍କ ପୁତ୍ର ଥିଲେ, କିଏ ଯିହୂଦାଙ୍କ ପୁତ୍ର ଥିଲେ…” କିମ୍ବା “ଲେବୀ ଶିମିୟୋନଙ୍କ ପୁତ୍ର ଥିଲେ, ଶିମିୟୋନ ଯିହୂଦାଙ୍କ ପୁତ୍ର ଥିଲେ…” କିମ୍ବା “ଲେବୀଙ୍କ ପିତା ଶିମିୟୋନ ଥିଲେ, ଶିମିୟୋନଙ୍କ ପିତା ଯିହୂଦା ଥିଲେ….” ପୂର୍ବବର୍ତ୍ତୀ ପଦଗୁଡିକରେ ଯେପରି ଆପଣମାନେ ବ୍ୟବହାର କଲେ ସେହି ସମାନ ଶବ୍ଦଗୁଡିକ ବ୍ୟବହାର କରନ୍ତୁ।