Door43-Catalog_or_tn/LUK/03/3.md

1022 B

ସେ ଯାଇ

“ଯୋହନ ଯାତ୍ରା କରି”

ମନପରିବର୍ତ୍ତନର ବାପ୍ତିସ୍ମ ଘୋଷଣା କରିବାକୁ ଲାଗିଲେ

ଏହା ଏହିପରି ଅନୁବାଦ କରାଯାଇପାରେ “ଏହା ଘୋଷଣା କଲେ ଯେ, ଲୋକମାନେ ବାପ୍ତିଜିତ ହେବା ଉଚିତ୍ ଏହା ଦେଖାଇବା ନିମନ୍ତେ ଯେ ସେମାନେ ଆପଣା ସମସ୍ତ ପାପରୁ ମନପରିବର୍ତ୍ତନ କଲେ।”

ସମସ୍ତ ପାପକ୍ଷମା ନିମନ୍ତେ

“ଯେପରି ସେମାନଙ୍କ ସମସ୍ତ ପାପ କ୍ଷମା ହେବ” କିମ୍ବା “ଯେପରି ଈଶ୍ୱର ସେମାନଙ୍କ ସମସ୍ତ ପାପ କ୍ଷମା କରନ୍ତି।” ସମସ୍ତ ପାପକ୍ଷମା ନିମନ୍ତେ ମନପରିବର୍ତ୍ତନ ହେଉଥିଲା।