Door43-Catalog_or_tn/LUK/03/27.md

984 B

(ଏହା ଯୀଶୁଙ୍କ ପିତୃପୁରୁଷମାନଙ୍କ ସୂଚୀର କ୍ରମାନୁବୃତି ଅଟେ।)

ଯୋହନଙ୍କ ପୁତ୍ର, ରେଷାଙ୍କ ପୁତ୍ର…

ଏହା ଏହିପରି ଅନୁବାଦ କରାଯାଇପାରେ “କିଏ ଯୋହନଙ୍କ ପୁତ୍ର ଥିଲେ, କିଏ ରେଷାଙ୍କ ପୁତ୍ର ଥିଲେ…” କିମ୍ବା “ଯୋଦା ଯୋହନଙ୍କ ପୁତ୍ର ଥିଲେ, ଯୋହନ ରେଷାଙ୍କ ପୁତ୍ର ଥିଲେ…” କିମ୍ବା “ଯୋଦାଙ୍କ ପିତା ଯୋହନ ଥିଲେ, ଯୋହନଙ୍କ ପିତା ରେଷା ଥିଲେ….” ପୂର୍ବବର୍ତ୍ତୀ ପଦଗୁଡିକରେ ଯେପରି ଆପଣମାନେ ବ୍ୟବହାର କଲେ ସେହି ସମାନ ଶବ୍ଦଗୁଡିକ ବ୍ୟବହାର କରନ୍ତୁ।