Door43-Catalog_or_tn/LUK/03/25.md

1.1 KiB

(ଏହା ଯୀଶୁଙ୍କ ପିତୃପୁରୁଷମାନଙ୍କ ସୂଚୀର କ୍ରମାନୁବୃତି ଅଟେ।)

ମତ୍ତିଥ୍ୟାଙ୍କ ପୁତ୍ର, ଆମୋସଙ୍କ ପୁତ୍ର…

ଏହା ଏହିପରି ଅନୁବାଦ କରାଯାଇପାରେ “କିଏ ମତ୍ତିଥ୍ୟାଙ୍କ ପୁତ୍ର ଥିଲେ, କିଏ ଆମୋସଙ୍କ ପୁତ୍ର ଥିଲେ…” କିମ୍ବା “ଯୋଷେଫ ମତ୍ତିଥ୍ୟାଙ୍କ ପୁତ୍ର ଥିଲେ, ମତ୍ତିଥ୍ୟା ଆମୋସଙ୍କ ପୁତ୍ର ଥିଲେ…” କିମ୍ବା “ଯୋଷେଫଙ୍କ ପିତା ମତ୍ତିଥ୍ୟା ଥିଲେ, ମତ୍ତିଥ୍ୟାଙ୍କ ପିତା ଆମୋସ ଥିଲେ….” ପୂର୍ବବର୍ତ୍ତୀ ପଦଗୁଡିକରେ ଯେପରି ଆପଣମାନେ ବ୍ୟବହାର କଲେ ସେହି ସମାନ ଶବ୍ଦଗୁଡିକ ବ୍ୟବହାର କରନ୍ତୁ।