Door43-Catalog_or_tn/LUK/03/18.md

1.4 KiB

ଏହିପରି ଅନେକ ଉପଦେଶ ଦେଲେ

ଏହା ଏହିପରି ଅନୁବାଦ କରାଯାଇପାରେ “ଏହିପରି ଅନେକ ଦୃଢ଼ ପ୍ରତ୍ସାହନ ଦେଇ” କିମ୍ବା “ଯୋହନ ଅନେକ ସମୟରେ ଲୋକମାନଙ୍କୁ ମନପରିବର୍ତ୍ତନ କରିବା ନିମନ୍ତେ ଉତ୍ସାହ ଦେଲେ ଆଉ…”

ସାମନ୍ତରାଜା ହେରୋଦଙ୍କୁ ଅନୁଯୋଗ କଲେ

“ସେ ପାପ କରିଅଛନ୍ତି ବୋଲି ସାମନ୍ତରାଜା ହେରୋଦଙ୍କୁ କହିଲେ।” ହେରୋଦ ଏକ ସାମନ୍ତରାଜା ଥିଲେ, ରାଜା ନୁହନ୍ତି। ତାହାଙ୍କର ଗାଲିଲୀ ଅଞ୍ଚଳ ଉପରେ କେବଳ ସୀମିତ ମାତ୍ରାରେ ଅଧିକାର ଥିଲା।

ଆପଣା ନିଜ ଭାଇଙ୍କ ଭାର୍ଯ୍ୟା ସହ ବିବାହ କରିଥିବା ନିମନ୍ତେ

“କାରଣ ହେରୋଦ ଆପଣା ନିଜ ଭାଇଙ୍କ ଭାର୍ଯ୍ୟା ସହ ବିବାହ କରିଥିଲେ”

ସେ ଯୋହନଙ୍କୁ କାରାରୁଦ୍ଧ କଲେ

“ସେ ଆପଣା ସୈନିକମାନଙ୍କୁ କହିଲେ ଯୋହନଙ୍କୁ କାରାଗାରରେ ରଖିବା ନିମନ୍ତେ”