Door43-Catalog_or_tn/LUK/03/12.md

1.0 KiB

ବାପ୍ତିସ୍ମ ପାଇବାକୁ

“ଯୋହନ ସେମାନଙ୍କୁ ବାପ୍ତିସ୍ମ ଦେବା ନିମନ୍ତେ”

ଅଧିକ ଅର୍ଥ ଆଦାୟ କର ନାହିଁ

“ଅଧିକ ଅର୍ଥ ନିମନ୍ତେ କୁହ ନାହିଁ” କିମ୍ବା “ଅଧିକ ଅର୍ଥ ଆଦାୟ କରିବା ନିମନ୍ତେ ବନ୍ଦ କର।” କରଗ୍ରାହୀମାନେ ସେମାନଙ୍କର ଯାହା ନିରୂପିତ ତାହା ଠାରୁ ଅଧିକ ଅର୍ଥ ଆଦାୟ କରୁଥିଲେ। ସେମାନଙ୍କ ମନପରିବର୍ତ୍ତନର ପ୍ରମାଣ ରୂପେ ସେମାନେ ତାହା କରିବା ବନ୍ଦ କରିବା ଉଚିତ୍।

ତେବେ ତୁମ୍ଭେମାନେ ହୋଇପାରେ

“ତେବେ ଗ୍ରହଣ କରିବା ନିମନ୍ତେ ତୁମ୍ଭମାନଙ୍କୁ ଅଧିକାର ଦିଆଯିବ ”